Latest Odisha News

BREAKING NEWS

Browsing Tag

commissionerate police

ବାରବାଟୀ ଦିନିକିଆ: ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ ଲାଗି ଗାଇଡଲାଇନ୍ ଜାରି କଲା ପୋଲିସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଚୂଡାନ୍ତ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଦିନ ବାରବାଟୀ ଷ୍ଟାଡିୟମ୍ ମଧ୍ୟକୁ ଦର୍ଶକଙ୍କ ପ୍ରବେଶ…

ବାରବାଟୀ ଦିନିକିଆ: ଜାଣନ୍ତୁ, ରବିବାର ମ୍ୟାଚ୍ ଲାଗି କେଉଁଠି ହୋଇଛି ପାର୍କିଂ ବ୍ୟବସ୍ଥା

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ତଥା ପାର୍କିଂ ବ୍ୟବସ୍ଥା ନେଇ…

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାଘଟଣା: ‘ଅଜଣା ବ୍ୟକ୍ତିଙ୍କ ସହ କଥାନହେବା’କୁ…

ଭୁବନେଶ୍ୱର: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ମହିଳାମାନଙ୍କ ସୁରକ୍ଷା ପାଇଁ ରବିବାର ଦିନ ଟ୍ୱିନସିଟି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜାରୀ ଜାରି…

ଫେସବୁକରେ ହତ୍ୟା ଧମକ ଦେଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କୁ ଅଶ୍ଲୀଳ କମେଣ୍ଟ ଓ ହତ୍ୟା ଧମକ ଦେବା ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକଙ୍କ ନାମ ଉଦୟ ଜେନା (୨୧) ଏବଂ ସେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁରର ବାସିନ୍ଦା ।…

ଟ୍ୱିନସିଟିରେ ସ୍ଥାପିତ ହେବ ପୋଲିସର ‘ସ୍ପେଶାଲ କ୍ରାଇମ୍ ୟୁନିଟ୍’

ଭୁବନେଶ୍ୱର: ଦିନକୁ ଦିନ ଡ୍ରଗ୍ସ ସ୍ମଗଲିଂ, ସାଇବର କ୍ରାଇମ୍ ଓ ଅନ୍ୟ ଅପରାଧ ଗୁଡିକ ବଢୁଥିବାରୁ ଏକ 'ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍' ସ୍ଥାପନ କରିବା ଲାଗି କମିଶନରେଟ୍ ପୋଲିସ ଯୋଜନା କରୁଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,…

ଏଥର ଦୁର୍ଗାପୂଜାରେ ବାଜିବନି ଡିଜେ !

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଓ ପୂଜା କମିଟି ସହ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକ ପରେ ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ…

ପୋଲିସ ସୁରକ୍ଷା ଲୋଡିଲେ ଓଡିଶା ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଖଣି ଓ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀ ଶୁକ୍ରବାର ଦିନ ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସ ଠାରୁ ସୁରକ୍ଷା ଲୋଡିଛନ୍ତି । ଏଥିସହିତ ଗୋଟିଏ ଦିନ ପୂର୍ବରୁ ପାଖାପାଖି ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିବା ନେଇ…