Latest Odisha News

BREAKING NEWS

Browsing Tag

congress

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…

ରାଜସ୍ଥାନ ଯିବେ ପ୍ରିୟଙ୍କା, ସେପଟେ ଆଶାୟୀଙ୍କ ସହ ଲଢୁଛି ବିଜେପି!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୦…

କାହାର ହେବ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର!

ଭୁବନେଶ୍ୱର: ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀ ମାନେ ତତ୍ପର ହୋଇଉଠିଲେଣି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଅଙ୍କାକଷା ଆରମ୍ଭ କରିଛନ୍ତି। କିନ୍ତୁ ଏସବୁ ଭିତରେ ରାଜ୍ୟର ଏମିତି କିଛି…

ଛତିଶଗଡରେ ରାହୁଲ ଶାହା ଲଢେଇ

ଭୁବନେଶ୍ୱର: ଛତିଶଗଡ଼ରେ ଦୁଇ ଜାତୀୟ ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ ଲଢେ଼ଇ। ଆଗକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୋଟିଏ ଦିନରେ ଉଭୟ ନେତା ବିଶାଳ ସମାବେଶକୁ ଉଦବୋଧନ…

ଏଥର ବାଙ୍କୀରେ ପୁଣିଥରେ ଦେବୀ!

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କଲେଣି। ବିଭିନ୍ନ ଦଳର ବହୁ ଆଶାୟୀ ଥିଲେ ମଧ୍ୟ ପ୍ରମୁଖ ପ୍ରାର୍ଥୀମାନେ ଟିକେଟ ପାଇବା ସମ୍ଭାବନା ଅଧିକ। ସେଥିପାଇଁ ସେମାନେ ବିଭିନ୍ନ ମାଧ୍ୟମରେ ମାହୋଲ ତିଆରି…

କର୍ଣ୍ଣାଟକରେ ବିଜେପିକୁ ଭାଙ୍ଗୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ବିଜେପି ଏବେ ଆଗାମୀ ଲୋକସଭା ନିର୍ବାଚନ ଉପରେ ଫୋକସ କରୁଛି। କର୍ଣ୍ଣାଟକର ୨୮ ଟି ଲୋକସଭା ସିଟ ମଧ୍ୟରୁ ବିଜେପି ୨୫ ଟି ସିଟ ଏକାକୀ ଜିତିଥିଲା। ତେଣୁ ଏଥର ବିଧାନସଭା ନିର୍ବାଚନ ଝଟକା ପରେ ମଧ୍ୟ ଦଳ କିଭଳି ଲୋକସଭା…

ମିଳିଲା ଗ୍ରୀନ ସିଗନାଲ, ଏଥର ରାହୁଲଙ୍କ ହାତ ଧରିବେ ଶର୍ମିଳା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସମୀକରଣକୁ ରୂପ ଦେବାରେ ଲାଗି ପଡିଛନ୍ତି। ତେଲେଙ୍ଗାନା ଶାସକ ଦଳ ବିଆରଏସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି।…

ଭାରତ ଜିତିବା ପାଇଁ ରାହୁଲ କର୍ଣ୍ଣାଟକରେ ଦେଲେ ଗୃହଲକ୍ଷ୍ମୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଭିନ୍ନ ରଣନୀତି ଦେଖିବାକୁ ମିଳୁଛି। ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପାଇଁ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ରାହୁଲ କିନ୍ତୁ ଭିନ୍ନ ଷ୍ଟାଇଲରେ କାର୍ଯ୍ୟ କରୁଥିବା ଦେଖିବାକୁ…

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ…

ଏମପିରେ କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେବ ଶିବରାଜଙ୍କ ରାକ୍ଷୀ ଉପହାର !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ପାଞ୍ଚୋଟି ନିର୍ବାଚନ ଗ୍ୟାରେଣ୍ଟି ଶାସକ ବିଜେପିର ମୁଣ୍ଡବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଏମପିର ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଯୋଜନା ଘୋଷଣା କରୁଛନ୍ତି। ଏହି କ୍ରମରେ ମହିଳାମାନଙ୍କୁ ରାକ୍ଷୀବନ୍ଧନର…