Latest Odisha News
Browsing Tag

congress

ବିରୋଧୀ ସଂଖ୍ୟା ଦେଖାଇଲେ, ଶାସନ ହାତେଇବେ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବିଜେପି ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ନେଇ କାଉଣ୍ଟର ଆଟାକ କରୁଛନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଣ୍ଡିଆନ ମୁଜାହିଦ୍ଦିନ କଥା କହି ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିବା ପରେ କଂଗ୍ରେସ…

ରାହୁଲଙ୍କୁ କହୁଥିଲେ, ଏବେ ମୋଦି ନିଜେ ସେୟା କଲେ!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ଦେଶରେ ଏବେ ପ୍ରତିବର୍ଷ ନୂଆ ଆଇଆଇଟି ଓ ଆଇଆଇଏମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ କହିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ମୋଦି ଆମେରିକାରେ ଏ କଥା କହିଥିଲେ ମଧ୍ୟ ଗତ…

ଘାରିଲା ହାରିବା ଭୟ, ରାଜସ୍ଥାନରୁ ‘ଇଣ୍ଡିଆ’ କୁ ଗାଳି କଲେ ମୋଦି!

ଭୁବନେଶ୍ୱର: ରାଜସ୍ଥାନରୁ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଶିକାର ଠାରେ ପିଏମ କିଷାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେଥିରେ ମୋଦି ସିଧାସଳଖ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି।…

ରାହୁଲଙ୍କ ପାଦରେ ପାଦ ମିଶାଇବ ବିଜେପି!

ଭୁବନେଶ୍ୱର: ଅନ୍ୟତମ ପ୍ରମୁଖ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ବିଜେପି ନିଜର ସ୍ଥିତି ଦୃଢ଼ କରିବାକୁ ବଡ଼ ଯୋଜନା କରିଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ହାରିଯିବା ପରେ ଏବେ ଦକ୍ଷିଣରେ ନିଜର ସ୍ଥିତିକୁ ଜାହିର କରିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ତାମିଲନାଡୁରେ ଦଳ ରାଜ୍ୟବ୍ୟାପୀ…

ରାଜସ୍ଥାନରେ ରେଡ଼ ଡାଏରୀ, କଂଗ୍ରେସକୁ ଖସାଇବ, ମୋଦିଙ୍କୁ ହସାଇବ!

ଭୁବନେଶ୍ୱର: ଗେହଲଟ ସରକାରରୁ ବହିସ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଗୁଢାଙ୍କ ରେଡ଼ ଡାଏରୀକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ତାଙ୍କୁ ଜେଲକୁ ପଠାଇଲେ କିମ୍ବା ଗୁଳି କଲେ ମଧ୍ୟ ରାଜସ୍ଥାନରେ ଗେହଲଟ ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…

ଉତ୍ତରାଖଣ୍ଡରେ କଂଗ୍ରେସକୁ ରୋକିବାକୁ ଦିଲ୍ଲୀରେ ଅଙ୍କ କଷିବ ବିଜେପି!

ଭୁବନେଶ୍ୱର: ଉତ୍ତରାଖଣ୍ଡ ଉପରେ ଏବେ ଉଭୟ ଜାତୀୟ ଦଳ ଫୋକସ କରିବା ଆରମ୍ଭ କରିଛନ୍ତି। କିଛି ଦିନ ତଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଉତ୍ତରାଖଣ୍ଡ କଂଗ୍ରେସ ନେତୃତ୍ୱ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଵାକୁ ପରାମର୍ଶ ଦେଇଥିଲେ।…

ରାଜସ୍ଥାନରେ କଂଗ୍ରେସକୁ ଖେଳାଉଛନ୍ତି ପାଇଲଟ!

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ଉଷ୍ମ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କୁ ଖୋଦ ନିଜ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ଟାର୍ଗେଟ କରି ସରକାରର ଅଡୁଆ ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ପାଇଲଟଙ୍କୁ ଦଳ ଚୁପ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ନାରୀ…

‘ରାଜସ୍ଥାନ ରାଜନୀତି’, କଂଗ୍ରେସକୁ ଜିତାଇବେ ଆଦିବାସୀ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନରେ ଆଦିବାସୀଙ୍କ ଉପରେ ସବୁ ଦଳର ପ୍ରମୁଖ ଫୋକସ ରହିଛି। ମଧ୍ୟପ୍ରଦେଶଠୁ ଆରମ୍ଭ କରି ଛତିଶଗଡ଼ ଓ ରାଜସ୍ଥାନ। ସବୁଠି ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଦିବାସୀ। ଏହାକୁ ଆଖି ଆଗରେ ରଖି କଂଗ୍ରେସ ଓ ବିଜେପି ଆଦିବାସୀଙ୍କ ଉପରେ ଫୋକସ କରୁଛନ୍ତି।…