ଆରମ୍ଭରୁ ଚାଳ ବାଜିଲାଣି, ସ୍ଥଗିତ ରହିଲା ବିରୋଧୀଙ୍କ ପାଟନା ବୈଠକ !
ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପାଟନାରେ ହେବାକୁ ଥିବା ବିରୋଧୀ ଦଳ ଗୁଡ଼ିକର ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରା ଦେଶର ବିଭିନ୍ନ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏପରିକି ଚଳିତ ମାସ ୧୨ ତାରିଖରେ ପାଟନାରେ…