Latest Odisha News

BREAKING NEWS

Browsing Tag

congress

‘ତେଲେଙ୍ଗାନା ରାଜନୀତି’, ୱାଇଏସଆର ସହ ମେଣ୍ଟ କରିବ କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନାରେ ଆସନ୍ନ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ଶାସକ ବିଆରଏସକୁ ହରାଇବାକୁ ପ୍ରମୁଖ ଶକ୍ତି ମାନେ ଲାଗି ପଡିଛନ୍ତି। ବିଜେପିଠୁ ଆରମ୍ଭ କରି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ ଜିତିବାକୁ ଯୋଜନା ପ୍ରସ୍ତୁତିରେ ଲାଗିଛନ୍ତି। କର୍ଣ୍ଣାଟକରେ…

‘ମଧ୍ୟପ୍ରଦେଶରେ ୧୫୦ ସିଟରେ ଜିତିବ କଂଗ୍ରେସ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ। ମଧ୍ୟପ୍ରଦେଶ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଯେଭଳି ଜିତିଲା ମଧ୍ୟପ୍ରଦେଶରେ ସେଭଳି ରିପିଟ କରିବ ବୋଲି ସେ…

ପ୍ରତ୍ୟେକ ବୁଥ୍‌ରେ କଂଗ୍ରେସ ସେବା ଦଳ କର୍ମୀଙ୍କୁ ନିଯୁକ୍ତି ଦିଆଯିବ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନଠାରେ କଂଗ୍ରେସ ସେବାଦଳର ଜିଲ୍ଲା କର୍ମକର୍ତ୍ତା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ସମ୍ମିଳନୀକୁ ଉଦଘାଟନ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଛନ୍ତି,…

କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ରହିଛି କି ନେତୃତ୍ୱ ସଂକଟ ? ଦଳରେ ନେତୃତ୍ୱ ସଂକଟ ନେଇ ଦେଇଥିବା ମନ୍ତବ୍ୟ ଏବେ ଦୁଇ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ମନ୍ତବ୍ୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ…

କର୍ଣ୍ଣାଟକରେ ସଫଳ ହେଲା ୪୦ ଏବେ ମଧ୍ୟପ୍ରଦେଶରେ ୪୦୦ ଫର୍ମୁଲା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ବଡ଼ ପ୍ଲାନ। ପୂର୍ବରୁ ପାରମ୍ପରିକ ଢଙ୍ଗରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଏବେ ଷ୍ଟ୍ରାଟେଜିରେ ବହୁ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ଏପରିକି କର୍ଣ୍ଣାଟକରେ କଂଗ୍ରେସ ୧୩୫ ସିଟ ଜିତିଥିବା ବେଳେ ଏ ନେଇ ଦଳର ରଣାନୀତିକାର ଆଗରୁ ଆକଳନ କରିସାରିଥିବା…

କର୍ଣ୍ଣାଟକରୁ ବିଜେପି ଗଲା, ଏବେ କଂଗ୍ରେସ ହଟାଉଛି ସବୁ ଯୋଜନା

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ ଖେଳିଚାଲିଛି କଂଗ୍ରେସ। ନିର୍ବାଚନରେ ଐତିହାସିକ ସଫଳତା ଓ ପୂର୍ଣ୍ଣ ବହୁମତ ନେଇ ସରକାର ଗଢ଼ିବା ପରେ ଏବେ ବିଜେପିର ଯୋଜନା ଉପରେ ପ୍ରହାର ଆରମ୍ଭ କରିଛି ଦଳ। କର୍ଣ୍ଣାଟକରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଉଥିବା ୨୦ ହଜାର…

ମୋଦିଙ୍କ ଶାସନର ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ନଅ ବର୍ଷ ପୂର୍ତ୍ତି ପାଇଁ ବିଜେପି ଦେଶବ୍ୟାପୀ ପ୍ରଚାର ପ୍ରସାର କରିବାକୁ ବଡ଼ ଯୋଜନା କରିଛି। ମୋଦିଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକୁ ନେଇ ଦେଶବ୍ୟାପୀ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ କରାଯିବ। ମେ ୩୦…

କର୍ଣ୍ଣାଟକରେ ପ୍ରତିଶୋଧ ନେଉଛି କଂଗ୍ରେସ!

ଭୁବନେଶ୍ୱର: ନିର୍ବାଚନ ପରେ କର୍ଣ୍ଣାଟକରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ତୀଵ୍ର ହୋଇଛି। ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିବା କଂଗ୍ରେସ ଉପରେ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଗାତର ଆକ୍ରମଣ କରୁଛନ୍ତି। କଂଗ୍ରେସ ସରକାର ମଧ୍ୟ ଏହାର କଡା ଜବାଵ ଦେବା…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପି ଭୋଗିବ କଂଗ୍ରେସ ଦଶା !

ଭୁବନେଶ୍ୱର: ଭାଙ୍ଗିଯିବ କି ମଧ୍ୟପ୍ରଦେଶର ବିଜେପି ସରକାର ? ତିନି ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରର ଯେଉଁ ଅବସ୍ଥା ହୋଇଥିଲା ଏବେ ବିଜେପିର ଶିବରାଜ ସିଂ ଚୌହାନଙ୍କ ସେହି ଅବସ୍ଥା ହେବ କି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାତାବରଣ ସରଗରମ ହୋଇଥିବା ବେଳେ…

ମୋଦିଙ୍କର ରାଜସ୍ଥାନ ଦରକାର!

ଭୁବନେଶ୍ୱର: ରାଜସ୍ଥାନ ଉପରେ ବିଜେପିର ନଜର। ରାଜସ୍ଥାନରେ କଂଗ୍ରେସ ସରକାର ଥିବାବେଳେ ଆଗକୁ ନିର୍ବାଚନ ଅଛି। କିନ୍ତୁ ସେଠାରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀଵ୍ର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ କଂଗ୍ରେସ ନେତା ପାଇଲଟଙ୍କ ଲଢେଇ ଲାଗି ରହିଛି। ଏଭଳି ସ୍ଥିତିରେ ବିଜେପି…