‘ହିମାଚଳ ରାଜନୀତି’, ଦଳୀୟ ନେତାଙ୍କ କଥା ଶୁଣୁନି କଂଗ୍ରେସ ସରକାର!
ଭୁବନେଶ୍ୱର: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ଏହାକୁ ପ୍ରଚାର ପ୍ରସାର କରୁଛି। ଏପରିକି ବିଧାନସଭା ନିର୍ବାଚନ ପରେ ଶିମଲା ନଗର ନିଗମ ନିର୍ବାଚନରେ ମଧ୍ୟ ବାଜି ମାରିଛି କଂଗ୍ରେସ।
କିନ୍ତୁ ଏବେ ଦଳ ଭିତରେ ନେତୃତ୍ୱକୁ ନେଇ ଟୀକା…