Latest Odisha News

BREAKING NEWS

Browsing Tag

congress

କର୍ଣ୍ଣାଟକରୁ ବାର୍ତ୍ତା, ହାତ କରିବନି ହତାଦର

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ସବୁ କ୍ଷେତ୍ରରେ ଅତି ମାପିଚୁପି ନିଷ୍ପତ୍ତି ନେଉଛି କଂଗ୍ରେସ। ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଚୟନଠୁ ଆରମ୍ଭ କରି ଡି କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା। ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିଲେ ମଧ୍ୟ ତାଙ୍କୁ ମନାଇବାରେ…

‘ବଘେଲଙ୍କ ପ୍ରଶ୍ନ’, ମୋଦି କଣ ରାଷ୍ଟ୍ରପତିଙ୍କ ହାତରେ ଉଦଘାଟନ କରିବାକୁ ଦେବେ?

ଭୁବନେଶ୍ୱର: ଦେଶର ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ ଏବେ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ଏପରିକି ଏହି ପ୍ରସଙ୍ଗକୁ କଂଗ୍ରେସ ଆଦିବାସୀଙ୍କ ପ୍ରତି ଅପମାନ ଓ ଅସମ୍ମାନର ଆଖ୍ୟା ଦେଇଛି। ରାଷ୍ଟ୍ରପତି ସଂସଦ ଭବନର ଉଦଘାଟନ କରିବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଲଗୁଡିକର…

ହରିୟାଣାରେ ବି କଂଗ୍ରେସର କର୍ଣ୍ଣାଟକ ଫର୍ମୁଲା

ଭୁବନେଶ୍ୱର: ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କଂଗ୍ରେସ ଏବେ ଗ୍ୟାରେଣ୍ଟି ଫର୍ମୁଲା ଆପଣାଇବା ଆରମ୍ଭ କରିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁକ୍ତ ସେବା ବିଷୟରେ ଗ୍ୟାରେଣ୍ଟି ଦେବା କାର୍ଯ୍ୟକୁ ବ୍ୟାପକ କରିଛି। କର୍ଣ୍ଣାଟକରେ…

ରାହୁଲ ପ୍ରଭାବ, ସ୍ଥଗିତ ହେବ କି ନିର୍ବାଚନ ?

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ଅନୁଭବୀ ଓ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବେ ଜଣାଶୁଣା ଶରଦ ପାୱାରଙ୍କ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସମ୍ପର୍କିତ ଏକ ମନ୍ତବ୍ୟକୁ ନେଇ ଏବେ ରାଜନୀତି ଚଳଚଞ୍ଚଳ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପ୍ରଭାବ ବୋଲି ଏନସିପି…

କେନ୍ଦ୍ର-ଦିଲ୍ଲୀ କଳି, କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କୁ ନିଯୁକ୍ତି, ବଦଳି ନେଇ କେନ୍ଦ୍ରର ଅଧ୍ୟାଦେଶକୁ ନେଇ ରାଜନୈତିକ ଉଷ୍ମତା ଭିତରେ ଆପକୁ ସମର୍ଥନ ଜଣାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ସୋମବାର କହିଛନ୍ତି, ଦିଲ୍ଲୀ ସରକାର ଅଧିକାରୀଙ୍କୁ ନେଇ ସୁପ୍ରିକୋର୍ଟ ଦେଇଥିବା ରାୟ ସହ ଆମେ ଅଛୁ ।…

ତୋଗଲକି ଶାସନ ସହ ନୋଟବନ୍ଦୀର ତୁଳନା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି, ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ…

ମଧ୍ୟପ୍ରଦେଶରେ ମହିଳା କାର୍ଡ, ହାତ ଉଠିବ ନା ପଦ୍ମ ଫୁଟିବ?

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆସନ୍ନ ନିର୍ବାଚନ ଥିବାରୁ ଏବେ ଫୋକସରେ ମହିଳା। ସରକାରରେ ଥିବା ବିଜେପି ଓ ବିରୋଧୀ ଦଳରେ ଥିବା କଂଗ୍ରେସ ମଧ୍ୟରେ ମହିଳାଙ୍କୁ ଆକର୍ଷିତ କରିବାକୁ ଲଢେଇ ତୀଵ୍ର ହୋଇଛି। କିଏ କେଉଁ ମାଧ୍ୟମରେ ମହିଳା ବର୍ଗଙ୍କୁ ନିଜ ପକ୍ଷରେ ରଖିବ ସେ ନେଇ ଚାଲିଛି ପ୍ରତିଦ୍ବନ୍ଦିତା।…

‘ଭୋଟ ଦିଅନି ନୋଟ ବଦଳିବନି’

ଭୁବନେଶ୍ୱର: ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବା ନିଷ୍ପତ୍ତିକୁ ନେଇ ଦେଶର ରାଜନୀତି ସରଗରମ। ବ୍ୟାଙ୍କଗୁଡ଼ିକ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ୨ ହଜାର ଟଙ୍କା ନୋଟ୍ ବଜାରକୁ ଅଣାଯାଇଥିଲା ।…

ଚକ୍ରବ୍ୟୁହରେ ସିଦ୍ଦରମେୟା, ଫସିବେ ନା ଖସିବେ ?

ଭୁବନେଶ୍ୱର: ବହୁ ପ୍ରତିଯୋଗିତା ମଧ୍ୟରେ ରେସରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଦାୟିତ୍ୱ ଗ୍ରହଣ ସହ ମନ୍ତ୍ରୀମଣ୍ଡଳ ଗଠନ ଓ ସମନ୍ୱୟ ରକ୍ଷା…

କର୍ଣ୍ଣାଟକ ପାଇଁ ନା ବିଜେପିକୁ ଦେଶରୁ ହଟାଇବାକୁ ‘ଶପଥ’?

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ସହ ରାତି ପାହିଲେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ପିସିସି ସଭାପତି ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବ କେବଳ କର୍ଣ୍ଣାଟକରେ କଂଗ୍ରେସ…