Latest Odisha News

BREAKING NEWS

Browsing Tag

congress

ବିଜେପି ବଢ଼ାଉଥିଲା କଂଗ୍ରେସ କମାଉଛି !

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟ ଓ ଦେଶରେ ନିର୍ବାଚନ ଥିବାରୁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ନେଇ ଆଗଉଛନ୍ତି। ବର୍ତ୍ତମାନର ଦେଶର ପ୍ରମୁଖ ସମସ୍ୟା ଦରଦାମ ବୃଦ୍ଧି ବୋଲି କୁହାଯାଉଛି। ଯାହାକି ପ୍ରତ୍ୟେକ ଲୋକଙ୍କ ପାଇଁ କଷ୍ଟ ଆଣିଦେଇଛି। ଯାହାକୁ କଂଗ୍ରେସ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ର…

କର୍ଣ୍ଣାଟକରେ ଯାହା ହୋଇଛି, ମଧ୍ୟପ୍ରଦେଶରେ ସେୟା ହେବ !

ଭୁବନେଶ୍ୱର: କର୍ଣ୍ଣାଟକରେ ଭିନ୍ନ ଷ୍ଟ୍ରାଟେଜି କରି ବଡ଼ ବିଜୟ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶରେ ସମାନ ଢାଞ୍ଚା ଆପଣାଇବା ଆରମ୍ଭ କରିଛି। ଏପରିକି ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବାବେଳେ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ମଧ୍ୟପ୍ରଦେଶରେ ପ୍ରଚାର ପ୍ରସାର ଆରମ୍ଭ କରିଦେଲାଣି।…

ରାମମୟ କଂଗ୍ରେସ, କଣ କରିବ ବିଜେପି?

ଭୁବନେଶ୍ୱର: ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ଆଗକୁ ବଢୁଛି କି କଂଗ୍ରେସ ? ସାଧାରଣତଃ ବିଜେପିକୁ ହିନ୍ଦୁତ୍ୱ ସହ ଯୋଡ଼ାଯାଏ। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପରେ ଏ କଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ବଜରଙ୍ଗ ଦଳ ବ୍ୟାନ କରାଯିବା ପ୍ରସଙ୍ଗକୁ କଂଗ୍ରେସ ଇସ୍ତାହାରରେ ସ୍ଥାନ…

ରାହୁଲଙ୍କୁ କାଉଣ୍ଟର କରିବେ ମୋଦି, ଭାରତ ଯୋଡୋ ବନାମ ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ନିର୍ବାଚନ ବୈତରଣୀ ସଫଳତାର ସହ ପାର ହେବାକୁ ହେଲେ ଜନସମ୍ପର୍କ ନିହାତି ଆବଶ୍ୟକ। ଯେଉଁଥିପାଇଁ ପଦଯାତ୍ରାକୁ ବିଭିନ୍ନ ସମୟରେ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯାଏ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏହାର ଏକ ବଡ଼ ଉଦାହରଣ ଭାବେ ନିଆଯାଉଛି। ଏପରିକି କର୍ଣ୍ଣାଟକରେ…

‘2024 ନିର୍ବାଚନ’, ବିଜେପିଠୁ ଲୋକସଭା ସିଟ ଛଡାଇନେବେ ବିରୋଧୀ !

ଭୁବନେଶ୍ୱର: ବିଜେପି ଓ ବିରୋଧୀଙ୍କ ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ। ଦେଶରେ କ୍ଷମତାକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ବିଜେପିକୁ ହରାଇବାକୁ ହେଲେ ଆଞ୍ଚଳିକ ସ୍ତରରେ ନିଜ ଭିତରେ ଲଢେଇ ନ କରି ବିରୋଧୀ ଦଳଗୁଡିକ ମଧ୍ୟରେ ଯିଏ ଯେଉଁଠି ଦୃଢ଼ ଅଛି ସେ ସେଠି…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କୁ ପିସିସି ସଭାପତି ଅଫର !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସକୁ ପାଇଲଟ ଅଡୁଆ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ଲଢେଇ କରି ବିଫଳ ହୋଇଥିବା ପାଇଲଟ ଏବେ ନିର୍ବାଚନ ପୂର୍ବରୁ ଗେହଲଟ ସରକାର ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗକୁ ନେଇ ପ୍ରଥମେ ଦିନିକିଆ ଅନଶନ ଓ ଏବେ ପାଞ୍ଚଦିନିଆ…

କଂଗ୍ରେସର ଦୁଇ ତିନି ଫର୍ମୁଲା, ସିଦ୍ଦରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନି। ଯାହାକୁ ନେଇ କର୍ଣ୍ଣାଟକ ସମେତ ଦେଶବ୍ୟାପୀ ଚର୍ଚ୍ଚା। ବିଭିନ୍ନ ରାଜ୍ୟରେ କଂଗ୍ରେସର ଏଭଳି ସ୍ଥିତି ପାଇଁ ଦଳ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁ କାରଣ ପାଇଁ ମଧ୍ୟପ୍ରଦେଶରେ ଜିତି ସରକାର ଗଢ଼ିଥିଲେ ମଧ୍ୟ…

କର୍ଣ୍ଣାଟକରୁ କଂଗ୍ରେସ ଖସାଇଲା, ଦେଶରୁ ଖସାଇଦେବେ କି ବିରୋଧୀ ?

ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ…

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗଳୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଯାହାକୁ ନେଇ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ଛାଡ଼ିଦେବେ ବିଧାୟକ । ତେବେ…