କଂଗ୍ରେସକୁ ନୋଟିସ: ଘର ଖାଲି କର, ୩ କୋଟିରୁ ଅଧିକ ରହିଛି ବକେୟା
ନୂଆଦିଲ୍ଲୀ: କଂଗ୍ରେସକୁ ନୋଟିସ ଜାରି ହୋଇଛି । ଦିଲ୍ଲୀର ଚାଣକ୍ୟପୁରୀରେ କଂଗ୍ରେସ ଦଖଲରେ ଥିବା ବଙ୍ଗଳାକୁ ନୋଟିସ କରି ଖାଲି କରିବାକୁ କୁହାଯାଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଡିଓଇ ବିଭାଗ ଏହି ନୋଟିସ ଜାରି କରିଛି । ମନ୍ତ୍ରାଳୟର ଦସ୍ତାବିଜ…