Latest Odisha News

BREAKING NEWS

Browsing Tag

Corona patient

ଦେଶରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀ ପୁଣି ଥରେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମହିଳା ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ଦିନ କେରଳର ଥ୍ରୀସୁରରେ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ଦେଶର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏହି ମହିଳା। "ଉକ୍ତ ମହିଳା ଜଣକ…

ମାଆ କରୋନା ପଜିଟିଭ ଚିହ୍ନଟ ପରେ ନର୍ସଙ୍କ ଦାୟିତ୍ୱରେ ତିନି ମାସର ଶିଶୁ

ରାୟପୁର : ଡାକ୍ତରଖାନାରେ ନର୍ସଙ୍କ କୋଳରେ ତିନି ମାସର ଶିଶୁ । ତାର ଏବେ ସବୁ ଦାୟିତ୍ୱ ନେଇଛନ୍ତି ଏହି ଦୁଇ ନର୍ସ । ମାଆଠୁ ତାକୁ ଦୂରେଇ ରଖାଯାଇଥିବାରୁ ପିଲାଟି ଏବେ ନର୍ସଙ୍କ ପାଖରେ । କାରଣ ମାଆ କରୋନା ପଜିଟିଭ ଜଣାପଡିବା ପରେ ପିଲାଟିକୁ ଅଲଗା ରଖାଯାଇଛି । ଏ ଦୃଶ୍ୟ ହେଉଛି ଛତିଶଗଡ…