Latest Odisha News
Browsing Tag

Corona Positive Cases

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଗୋଟିଏ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । “ପଶ୍ଚିମବଙ୍ଗର ଏକ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସେମାନଙ୍କର ସ୍ୱାବ ପରୀକ୍ଷା ପରେ କରୋନାରେ…

ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ, ୨୩୮୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ପୁଣି ୧୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । Detail status of #COVID19 Total RT PCR Tests done…

ଗଞ୍ଜାମରେ ଦୁଇ କାର୍ଯ୍ୟରତ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ଓଡିଶା ପୋଲିସ୍‌ର ଜଣେ ଜବାନ କୋଭିଡ୍‌୧୯ରୁ ସୁସ୍ଥ ହୋଇ ଫେରିଥିବା ବେଳେ ବୁଧବାର ଗଞ୍ଜାମ ଜିଲାର ପୋଲସରା ଥାନାର ଦୁଇଜଣ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏସମ୍ପର୍କରେ ଗଞ୍ଜାମ ଏସ୍‌ପିଙ୍କ ପକ୍ଷରୁ ଟୁଇଟର୍‌ରେ ସୂଚନା ଦିଆଯାଇଛି । ସେମାନଙ୍କୁ…

ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୨ କରୋନା ପଜିଟିଭ୍‌, ୯୭୮ରେ ପହଞ୍ଚିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୨ ଜଣ କରୋନା ପଜିଟିଭ୍ । ଏଥି ସହ ମୋଟ ସଂଖ୍ୟା ୯୭୮ ପହଞ୍ଚିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଯାଜପୁରର ୩୧ ଜଣ, ଜଗତସିଂହପୁରର ୨୩, ଭଦ୍ରକର ୨୧, କେନ୍ଦ୍ରାପଡାର…

ରାଜ୍ୟର ୧୪ ବର୍ଷରୁ କମ୍ ସମସ୍ତ ୨୦ ଜଣ କରୋନା ଆକ୍ରାନ୍ତ ଶିଶୁ ଏବେ ସୁସ୍ଥ: ବାଗଚୀ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୧୪ ବର୍ଷରୁ କମ ୨୦ ଜଣ ଶିଶୁ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ ୧୯ର ମୁଖପାତ୍ର ସୁବ୍ରତ ବାଗଚୀ । କିନ୍ତୁ ଏହି କଷ୍ଟକର ସମୟ ମଧ୍ୟରେ ଟୀକାଠାରୁ ଆରମ୍ଭ କରି କେମୋ ସବୁର…

୧୦୦ଟପିଲା ବାଲେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା, ରାଜ୍ୟରେ ଦ୍ୱିତୀୟ ସର୍ବାଧିକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ସକାଳ ସୁଦ୍ଧା ଏହି ସଂଖ୍ୟା ୧୦୨ରେ ପହଞ୍ଚିଛି । ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟାରୁ କେବଳ ଏହି ଜିଲ୍ଲାର ୧୫.୨ ପ୍ରତିଶତ ରହିଛି । ଏଥି ସହ ଏହା ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ପଜିଟିଭ୍ ସଂଖ୍ୟା ଥିବା…

ରାଜ୍ୟର ୫ଟି ଜିଲ୍ଲାରୁ କେବଳ ୮୪ ପ୍ରତିଶତ କରୋନା ପଜିଟିଭ୍

ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି । ପ୍ରଥମେ ପ୍ରଥମେ ସ୍ୱାବ ପରୀକ୍ଷା ବେଳେ ଦିନକୁ ଏକ ଅଙ୍କ ଭିତରେ ପଜିଟିଭଙ୍କ ସଂଖ୍ୟା ସୀମିତ ରହୁଥିବା ବେଳେ ଏବେ ପ୍ରତିଦିନ ଦୁଇ ଅଙ୍କରୁ କମୁନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୭…

ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭୦, ସଂଶୋଧନ କଲେ ସରକାର

ଭୁବନେଶ୍ୱର : ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ । ଏ ନେଇ ଆଜି ସରକାର ସ୍ପଷ୍ଟ କରିଛନ୍ତି । ଆଜି ଅପରାହ୍ନରେ ୨୫ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଂଜାମର ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର ବୋଲି ଦର୍ଶାଯାଇଥିଲା । ଏହାକୁ ମିଶାଇ ମୋଟ…

କରୋନା ପଜିଟିଭଙ୍କ ସଂଖ୍ୟାରେ ଗଂଜାମ ଜିଲ୍ଲାର ରେକର୍ଡ, ପୁଣି ଚିହ୍ନଟ ହେଲେ ୨୪

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଅପରାହ୍ନରେ ଜିଲ୍ଲାର ଆଉ ୨୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିଛି । ମୋଟ ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୭୦ ରେ ପହଞ୍ଚିଛି । ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ…

୭ ଦିନ, ୭ ଜିଲ୍ଲାରେ ୬୫ ସୁରତ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର : ପଶ୍ଚିମଂବଙ୍ଗ ପରେ ଚିନ୍ତା ବଢାଇଲେଣି ସୁରତ ଫେରନ୍ତା । ପ୍ରତିଦିନ ସାମ୍ନାକୁ ଆସୁଛି ପଜିଟିଭ୍ କେସ୍ । କେତେବେଳେ ୭ ତ କେତେବେଳେ ୧୭ । ସୁରତ ଫେରନ୍ତାଙ୍କ ସଂଖ୍ୟା ଉପରମୁହାଁ । ସାତ ଦିନରେ ରାଜ୍ୟର ତିନିଟି ଜୋନରୁ ୬୫ ସୁରତ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି ।…