Latest Odisha News
Browsing Tag

Corona Positive Cases

ନିଜାମୁଦ୍ଦିନ୍ ତବଲିଘି ଜମାତ୍ ସମାବେଶରେ ଯୋଗ ଦେଇଥିଲେ ଓଡିଶାର ଷଷ୍ଠ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ଷଷ୍ଠ କରୋନା ପଜିଟିଭ ରୋଗୀ ମାର୍ଚ୍ଚ ମାସରେ ଆୟୋଜିତ ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଆୟୋଜିତ ତବଲିଘି ଜମାତ ସମାବେଶରେ ଯୋଗ ଦେଇ ଫେରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ସୂଚନା ଦେଇ ଓଡିଶା ସରକାରଙ୍କ କୋଭିଡ୧୯ ମୁଖପାତ୍ର ସୁବ୍ରତ…

କୋଭିଡ୧୯ ଟେଷ୍ଟିଂ କିଟ୍ ପାଇଁ ଭୋପାଳର ଏକ କମ୍ପାନିକୁ ଆଇସିଏମଆର ଅନୁମତି

ଭୋପାଳ: ମହାରାଷ୍ଟ୍ରର ମାଇଁ ଲ୍ୟାବ୍ ପରେ ଭାରତର ଦ୍ୱିତୀୟ କମ୍ପାନି ଭାବେ ଭୋପାଳର ଥ୍ରୀବି ବ୍ଲାକବାୟୋ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ୧୯ ଟେଷ୍ଟିଂ କିଟ୍‌କୁ ଆଇସିଏମଆର ସ୍ୱୀକୃତି ମିଳିଥିବା ଜଣାପଡିଛି । କିଲପେଷ୍ଟ ଇଣ୍ଡିଆ ଲିମିଟେଡର ସହଯୋଗୀ କମ୍ପାନୀ ଥ୍ରୀବି ବ୍ଲାକବାୟୋ ବାୟୋଟେକ୍‌କୁ…

ପଞ୍ଚମ କରୋନା ରୋଗୀଙ୍କ ପରିଚୟ ସାର୍ବଜନୀନ କଲା ବିଏମ୍‌ସି

ଭୁବନେଶ୍ୱର: ଅହମଦାବାଦ ମହାନଗର ନିଗମ ପଦାଙ୍କ ଅନୁସରଣ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ରାଜ୍ୟର ପଞ୍ଚମ କରୋନା ପଜିଟିଭ ରୋଗୀଙ୍କ ନାମ ଓ ଠିକଣା ସାର୍ବଜନିନ କରାଯାଇଛି । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା କୋଭିଡ୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହା…

କରୋନା ସଂକ୍ରମଣ: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଥିବା ନମୁନା ପରୀକ୍ଷା…

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଯିବା ପାଇଁ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ବିଦେଶରୁ ଫେରିବା ପରେ ଭୁବନେଶ୍ୱରର ଏହି ୨୦ ବର୍ଷୀୟ ଛାତ୍ର…

୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଚତୁର୍ଥ କୋଭିଡ୍‌-୧୯ ରୋଗୀ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ ଯିଏକି ଓଡ଼ିଶାର ଚତୁର୍ଥ ପଜିଟିଭ୍ କରୋନା ସଂକ୍ରମିତ ବ୍ୟକ୍ତିଭାବେ ଚିହ୍ନଟ ହୋଇଛନ୍ତି ସେ ୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । “ଏହି ଚତୁର୍ଥ…

ପରୀକ୍ଷଣ ପାଇଁ ପଠାଗଲା ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ଯାଜପୁର ବ୍ୟକ୍ତିଙ୍କ ନମୁନା

ଯାଜପୁର: ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶରେ ଯୋଗଦେଇଥିବା ପ୍ରତିନିଧିଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଂଝାରପୁର ବ୍ଳକର ଏହି ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ରୋଗୀଙ୍କ ଠାରେ ନଥିଲା କୌଣସି ଲକ୍ଷଣ; କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ପାଇଁ…

ଭୁୁବନେଶ୍ୱର: ଦୁବାଇରୁ ଫେରିଥିବା ଭଦ୍ରକର ୨୯ ବର୍ଷୀୟ ଯୁବକ ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା କ୍ୱାରେଣ୍ଟାଇନ୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ସୂଚନା ଅନୁଯାୟୀ, ଚତୁର୍ଥ କରୋନା ପଜିଟିଭ ବ୍ୟକ୍ତିଙ୍କଠାରେ…

ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ; ଭଦ୍ରକର ୨୯ ବର୍ଷୀୟ ଯୁବକ

ଭୁୁବନେଶ୍ୱର: ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।…