କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ନିଜଆଡୁ ସୂଚନା ଦେବାକୁ ବିଏମସିର ଅନୁରୋଧ
ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ବିଗିଡିବାରେ ଲାଗିଛି । ଏଥିରେ ରୋକ ଲଗାଇବା ପାଇଁ ବିଭିନ୍ନ ବାଟ ଆପଣାଉଛି ବିଏମସି ।
ବିଏମସିର ନୂତନ ସୂଚନା ଅନୁଯାୟୀ,କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯଦି କେହି ଲୋକ ଆସୁଛନ୍ତି, ତେବେ ସେ…