Latest Odisha News

BREAKING NEWS

Browsing Tag

Coronavirus

ବିନା ପରୀକ୍ଷାରେ ପାସ୍ କରିବେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀରୁ ଅଷ୍ଟମ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଇବ କେନ୍ଦ୍ରୀୟ ବିଦ୍ୟାଳୟ । ସାରା ଦେଶରେ ଲକ୍‌-ଡାଉନ୍ ପ୍ରୋଟୋକୋଲ୍ ଲାଗୁ ହେବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କିଛି ଏପରି ପଦକ୍ଷେପ ନେଇଛି । କୌଣସି କାରଣ ଥାଉ ବା ନଥାଉ । ୨୦୧୯-୨୦ରେ…

କୋଭିଡ୍ -୧୯ ବିରୋଧରେ ଲଢିବ IBM ସୁପର କମ୍ପ୍ୟୁଟର !

ଆମେରିକା: ଆଇବିଏମ୍ ଯୋଗାଇବ ଅତି ଶକ୍ତିଶାଳୀ ସୁପର୍ କମ୍ପ୍ୟୁଟର୍ । କୋଭିଡ୍‌-୧୯ମହାମାରୀର ଅନୁସନ୍ଧାନ ଓ ଚିକିତ୍ସାରେ ସାହାଯ୍ୟ କରିବ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ କନସର୍ଟିୟମ୍ । IBM, along with the White House Office of Science and Technology Policy and the U.S.…

କରୋନା ଆତଙ୍କ: ଇରାନରୁ ଫେରିବେ ୪୦୦ ଭାରତୀୟ !

ନୂଆଦିଲ୍ଲୀ: ଦୁଇଟି ବ୍ୟାଚରେ ଭାରତ ଫେରିବେ ୪୦୦ ଭାରତୀୟ ନାଗରିକ । ଆଜି ଓ ମାର୍ଚ୍ଚ ୨୮ରେ ଇରାନ୍‌ରେ ଅଟକି ରହିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର କରିବ ଭାରତ । ଇରାନରେ ଫସିରହିଥିବା ୪୦୦ ଭାରତୀୟ ଉହାନ୍ ଏୟାରଲାଇନ୍ସରେ ନିଜ ଦେଶକୁ ଫେରିବେ । କରୋନାଭାଇରସ୍ ମହାମାରୀ ଆରମ୍ଭ ହେବାଠୁ ଏହି…

ଭାଇରାଲ୍ ପୋଷ୍ଟମର୍ଟମ୍: ଚାଇନା ରାସ୍ତାରେ କରୋନା ମଡକ ?

ଭୁବନେଶ୍ୱର: କିଛି ମାସ ପୂର୍ବରୁ ଏହି ଫଟୋଟି ସୋସିଆଲ୍ ମିଡିଆ, ଖବର କାଗଜ ଓ ଟିଭି ଜଗତରେ ଭାଇରାଲ୍ ହୋଇଥିଲା । ଖବର ପ୍ରଚାରିତ ହୋଇଥିଲା ଚାଇନା ରାସ୍ତାରେ ଶହଶହ ଲୋକ କରୋନା ମହାମାରୀରେ ମରିପଡିଛନ୍ତି । ଏପରିକି ସେମାନଙ୍କ ମୃତଦେହ ଉଠାଇବାକୁ ବି କେହି ନାହାନ୍ତି । ହ୍ୱାଟ୍ସଆପ୍‌ରୁ…

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ । ଲକ୍‌-ଡାଉନ୍ ଓ ଜନତା କର୍ଫ୍ୟୁ ଭଳି ଶବ୍ଦ ସାଧାରଣ ଲୋକଙ୍କୁ ଦେଇଛି ନୂଆ…

କରୋନା ବିରୋଧରେ ଲଢେଇ: ମଙ୍ଗଳବାରଠୁ ଗଡିବନି ରାଜ୍ୟର କୌଣସି ବସ୍

ଭୁବନେଶ୍ୱର : କୋଭିଡ-୧୯ ସହ ମୁକାବିଲା ପାଇଁ ତତ୍ପର ରାଜ୍ୟ ସରକାର । ଜରୁରୀକାଳୀନ ସ୍ଥିତରେ ବିଭିନ୍ନ ବିଭାଗକୁ ମିଳୁଛି ରୋକ୍‌ଠୋକ୍‌ ନିର୍ଦ୍ଦେଶ । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳ ସେବାକୁ ବନ୍ଦ କରିବାକୁ…

ହସ୍ପିଟାଲ କର୍ମଚାରୀଙ୍କ ପାଇଁ ବାୟୁଜନିତ ସଂକ୍ରମଣରୁ ସତର୍କତା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)

ସ୍ୱିଜରଲ୍ୟାଣ୍ଡ: କରୋନାଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ବାୟୁଜନିତ ସଂକ୍ରମଣରୁ ସତର୍କତା ପାଇଁ ହସ୍ପିଟାଲ କର୍ମଚାରୀଙ୍କୁ ତାଗିଦ କଲା ଡବ୍ଲୁଏଚ୍‌ଓ । ବାୟୁ, ଜଳ ଓ ଖାସ କରି ସଂକ୍ରମିତଙ୍କ ଛିଙ୍କ ଓ କାଶରୁ କୋଭିଡ୍‌-୧୯ ଅଧିକ ମାତ୍ରାରେ ବ୍ୟାପିଥାଏ । ଏହି ସମସ୍ତ ପରିସ୍ଥିତିରେ…

କୋଭିଡ୍‌-୧୯ର ପ୍ରତିହତ ପାଇଁ ସରକାରଙ୍କ ସଂନିରୀକ୍ଷଣ କୌଶଳ ପ୍ରସ୍ତାବ ଆମନ୍ତ୍ରଣ

ଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ (AI) (Artificial Intelligence) ଓ IoT(Internet of Things) ଭଳି ନିରୀକ୍ଷଣ କାରିଗରୀର ବ୍ୟବହାର କରିବ । ଏ ନେଇ ଟେକ୍ନୋଲଜି ଡେଭଲପମେଣ୍ଟ ବୋର୍ଡ (TDB) ଭାରତୀୟ କମ୍ପାନୀମାନଙ୍କଠାରୁ ଦରଖାସ୍ତ…

କରୋନାଭାଇରସ୍‌: କିପରି ରହିଛି ଭାରତର ୯ ପଡୋଶୀ ଦେଶର ହାଲଚାଲ ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବଢିଚାଲିଛି କୋଭିଡ-୧୯ର ଭୟାଭହତା । ସବିଶେଷ ରିପୋର୍ଟ ଅନୁୟାୟୀ ଭାରତରେ ପାଖାପାଖି ୩୪୧ ଟି ମାମଲା ସାମ୍ନାକୁ ଆସିଛି । ଭାରତ ଉପମହାଦ୍ୱୀପରେ ଚାଇନା ପରେ ପାକିସ୍ତାନର ଅବସ୍ଥା ସବୁଠୁ ଖରାପ ରହିଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ କିଛିଟା ମାତ୍ରାରେ ପ୍ରଭାବିତ…

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା । https://t.co/xNUyP7LaGZ — Sonu Nigam Forum (@SonuNigamForum) March 21, 2020 ଏହା…