Latest Odisha News
Browsing Tag

Couple Death

ଫ୍ରିଜ୍ ଫାଟି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର : ଫ୍ରିଜ୍ ଫାଟି ବିସ୍ଫୋରଣ ହୋଇ ଲାଗିଗଲା ନିଆଁ ।  ଦମ୍ପତି ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦମ୍ପତି ପୂର୍ଣ୍ଣଚନ୍ଦ୍ର ଦେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ ।…

ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ବିଂଝାରପୁର ଉତ୍ତରକୁଳ ପଂଚାୟତ ସୁନ୍ଦରପୁର ଗାଁ ରେ ଘଟିଛି ଘଟଣା । ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା…

ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ 

ମୁମ୍ବାଇ: ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ । ଘର ଭିତରେ ମୃତ ଦେହ ପଡ଼ିଥିବା ବେଳେ ପାଖରେ ବସି କାନ୍ଦୁଥିଲା ଚାରି ବର୍ଷର ଝିଅ । ଅନେକ ସମୟ ପର୍ଯ୍ୟନ୍ତ କୁନି ଝିଅଟିର କାନ୍ଦ ଶୁଣିବା ପରେ ପଡୋଶୀମାନେ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘର ଖୋଲି ଦେଖିବାରୁ ବାଲାଜୀ…

ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

ଗଞ୍ଜାମ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗାଁରେ । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ…