Latest Odisha News

BREAKING NEWS

Browsing Tag

Covid 19 pandemic

କରୋନାର ଏବେ ଅନ୍ତ ନାହିଁ, ଚେତେଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀର ଏବେ ଅନ୍ତ ନାହିଁ । ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରିୟସସ୍ । ଅର୍ଥାତ୍ କେବେ କରୋନା ମରିବ କହିବା ମୁସ୍କିଲ । ସେହିପରି ଓମିକ୍ରନ୍ ଭାରିଆଣ୍ଟକୁ ହାଲୁକା ଭାବରେ ନନେବା ପାଇଁ ସାରା ବିଶ୍ୱକୁ ଚେତେଇ…

କେମିତି ଅଛନ୍ତି କରୋନା ଭ୍ୟାକ୍ସିନ୍ ପାଇନଥିବା ଦେଶ ? ସ୍ଥିତି କଣ ?

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ କୋଭିଡ୍ ସଂକ୍ରମଣକୁ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ବର୍ଷେ ଭିତରେ କରୋନା କାୟାରେ ଅନେକ ଜୀବନ ଯାଇଛି, ଅନେକ ଆକ୍ରାନ୍ତ ହୋଇଛନ୍ତି । ଏବେ ଦୁନିଆର ଅନେକ ଦେଶର କରୋନା ସଂକ୍ରମଣ ପୁଣି ଫେରିଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନାର ନୂଆ ନୂଆ ରୂପ…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୬୮ କୋଭିଡ ପଜିଟିଭ; ୧୧୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୫୪ଟି ସ୍ଥାନୀୟ ମାମଲା ରହିଛି ।…

ଓଡିଶାରୁ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନା ଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୭୯୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

୨୭ ତାରିଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ମୁକାବିଲା କ୍ଷେତ୍ରରେ ସେମାନଙ୍କର ମତାମତ ଲୋଡିବେ ପ୍ରଧାନମନ୍ତ୍ରୀ ।…

କରୋନା ତାଣ୍ଡବ: ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ ହଜାରରୁ ଅଧିକ ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୨୧,୬୦୪

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୬,୫୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨…

ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା, ୟୁଜିସିର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯାଇପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ…

ବର୍ଷେ ବଢ଼ିଲା କରୋନା କଟକଣା !

ଥିରୁଅନନ୍ତପୁରମ: ଦିନେ କି ମାସେ ନୁହେଁ ବର୍ଷେ ବଢ଼ିଲା କରୋନା କଟକଣା । ଆଗାମୀ ଏକ ବର୍ଷ ଯାଏଁ କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତ ସରକାର । କରୋନା ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ଏଭଳି କଡା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଏନେଇ ରବିବାର କେରଳ ସରକାର…

ପାଟଣାରେ ଶ୍ରାବଣ ସୋମବାରରେ କାଉଡିଆଙ୍କୁ ଜଳଲାଗି ମନା

ବିହାର: ପାଟଣା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଶ୍ରାବଣ ମାସରେ ଜଳଲାଗି ପାଇଁ କାଉଡିାଙ୍କୁ ମନା ହୋଇଛି ଶିବ ମନ୍ଦିର । ପାଟଣା ଜିଲ୍ଲାରେ ଥିବା ଶିବ ମନ୍ଦିର ସବୁ ଆସନ୍ତା ଅଗଷ୍ଟ ୪ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା…