Latest Odisha News

BREAKING NEWS

Browsing Tag

COVID-19

ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ୨, ୫୪୬ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧.୫୦୪ ଜଣ କ୍ୱାରେଣ୍ଟାଇନ୍ ସେଂଟର ହୋଇଥିବା ବେଳେ ୧,୦୪୨ ହେଉଛି ଲୋକାଲ କେସ୍ । 6. Boudh: 37 7. Cuttack: 134…

ଦେଶରେ ୭୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୭୦ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୭୪ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୯,୧୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

ଦିନକରେ ରାଜ୍ୟରେ ସର୍ବାଧିକ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଦିନକୁ ଦିନ ଗଡୁଛି ମୁଣ୍ଡ । ୨୪ ଘଂଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮ରେ ପହଂଚିଛି । 3.A 66-year old male of Balasore district who…

କରୋନା ମୁକ୍ତ ହେଲା ପୋଲସରା

ଗଞ୍ଜାମ: ଭାଙ୍ଗିଲା କରୋନା ସଂକ୍ରମଣର ଚେନ୍ । କରୋନା ମୁକ୍ତ ହେଲା ଗଂଜାମ ଜିଲ୍ଲା ଛତ୍ରପୁର ସବଡିଭିଜନର ପୋଲସରା ବ୍ଲକ । ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଏହା କରୋନା ମୁକ୍ତ ହୋଇଛି । ଏନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୋଲସରା ବ୍ଳକ୍‌ରେ ଆଉ ନୂତନ…

ବାୟୁରେ ବ୍ୟାପୁଛି କରୋନା!

ନୂଆଦିଲ୍ଲୀ: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଚାଂଚଲ୍ୟକର ସୂଚନା ଦେଇଛି ଆମେରିକାର ସେଂଟର ପର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ବା ସିଡିସି । କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ ସିଡିସି ସୂଚନା ଦେଇଛି । ଏହା ଫଳରେ ସାରା ବିଶ୍ୱରେ…

କମୁଛି କରୋନା ଟ୍ରେଣ୍ଡ, ଦ୍ୱିତୀୟ ଦିନରେ ୩ ହଜାର ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଆଜି ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାର ତଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଓଡ଼ିଶାରୁ ୨୬୩୭ । କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା…

WHOର ଚାଞ୍ଚଲ୍ୟକର ତଥ୍ୟ, ବିଶ୍ୱର ୧୦% ଜନସଂଖ୍ୟାକୁ କରୋନା

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚାଂଚଲ୍ୟକର ତଥ୍ୟ । ବିଶ୍ୱରେ ପ୍ରାୟ ୧୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ତେଣୁ ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁର ସ୍ଥିତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାୟ ୭୬ କୋଟି ଲୋକ ଏହି ଭୂତାଣୁରେ ସଂକ୍ରମିତ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟ୍ରମ୍ପ

ୱାଶିଂଟନ: କରୋନାରୁ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ମିଳିଛି । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ନିର୍ବାଚନ…

ରାଜ୍ୟରେ ୯୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆଖିବୁଜିଲେ ଆଉ ୧୫

ଭୁବନେଶ୍ୱର: ଦିନକୁ ଦିନ ବଢ଼ଚାଲିଛି କରୋନାର ପ୍ରକୋପ । ଜଣକ ପରେ ଜଣଙ୍କ ମୁଣ୍ଡ ନେଉଛି କିଲର ଭାଇରସ । ପ୍ରତିଦିନ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ଲୋକେ । ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୧୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ରେ…

ଚିହ୍ନଟ ହେଲେ ଆଉ ୩,୩୨୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ

ଭୁବନେଶ୍ୱରେ: ରାଜ୍ୟରେ କରୋନାକୁ ଲାଗୁନି ଲଗାମ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୩ ହଜାର ୩୨୬ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ରେ ପହଂଚିଛି । ଏନେଇ ରାଜ୍ୟ…