ଖୋର୍ଦ୍ଧାରେ କମୁନି କରୋନା ମୃତ୍ୟୁ, ପ୍ରାଣ ହରାଇଲେ ଆଉ ୩, ଆଜି ରାଜ୍ୟରେ ଗଲା ୧୪ ଜୀବନ
ଭୁବନେଶ୍ୱର: ରାଜ୍ୟରେ କମୁନି କରୋନାର ତାଣ୍ଡବ । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ପ୍ରତିଦିନ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୁଣ୍ଡ ନେଉଛି କିଲର ଭାଇରସ କରୋନା । ଆଜି ପୁଣି ରାଜ୍ୟରୁ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି ।
ଖୋର୍ଦ୍ଧାରୁ କରୋନାକୁ ବ୍ରେକ୍ ଲାଗୁନି । ଏଠି…