Latest Odisha News

BREAKING NEWS

Browsing Tag

COVID-19

ଭୁବନେଶ୍ୱରରୁ ଆଜି ଆଉ ୩୬୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ବାହାରିଛନ୍ତି ପଜିଟିଭ । ଭୁବନେଶ୍ୱର ମହାନଗର ନିଗମରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୬ ଜଣ ରହିଥିବା ବେଳେ ୨୮୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୦୬ ଜଣ…

‘ଉପଯୁକ୍ତ ମେଡିକାଲ ବ୍ୟବସ୍ଥା ସହ ଟ୍ୱିନସିଟିକୁ ଆସନ୍ତୁ କରୋନା ରୋଗୀ’

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ କଟକରେ ମଧ୍ୟ ସମାନ ସ୍ଥିତି ରହିଛି । ଟ୍ୱିନସିଟିରେ ଦିନକୁ ଦିନ କରୋନା ପ୍ରକୋପ ଦ୍ରୁତ ଗତିରେ ବଢ଼ିଛି । ଏହାମଧ୍ୟରେ ଟ୍ୱିନ୍‌ ସିଟିକୁ ଆସୁଥିବା କୋଭିଡ୍‌ ରୋଗୀଙ୍କୁ ପରାମର୍ଶ…

କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ୍‌: ତାରା

ଭୁବନେଶ୍ୱର: କୋଭିଡ କେୟାର ସେଂଟର ଏବଂ ଟିଏମ୍‌ସି ବନ୍ଦ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଲେ ବିରୋଧୀ । କଟକ, ଭୁବନେଶ୍ୱରକୁ ନଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦବାହିନୀ ପତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ…

୮ ଦିନର ଯାଆଁଳା ଶିଶୁକୁ କରୋନା

ଭୁବନେଶ୍ୱର: ରାଜ୍ୟ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ମହାମାର ଦିନ ଦିନ ବେଶ୍ ଭୟାବହ ହେବାରେ ଲାଗିଛି । ଏବେ ଏହି ମହାମାରୀ କବଳରେ ପଡିଛନ୍ତି ୮ ଦିନ ଯାଆଁଳା ଶିଶୁ । ଦୁଇ ଯମଜ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ କିମ୍ସ କୋଭିଡ ହସପିଟାଲରେ ଭର୍ତି…

ଭାଙ୍ଗିଲା ରେକର୍ଡ: ରାଜ୍ୟରୁ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୪୨୭୦ ଆକ୍ରାନ୍ତ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ…

ମୋଦୀଙ୍କ ମନ୍ତ୍ର: ଔଷଧ ନଆସିବା ଯାଏଁ, ଅବହେଳା କରିବାନି

ନୂଆଦିଲ୍ଲୀ: ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ମନ୍ତ୍ର । ଆଉ ଆଜି ବି ସମାନ କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଔଷଧ ନଆସିବା ଯାଏଁ ଅବହେଳା କରିବା ନାହିଁ । କରୋନାରୁ ବଂଚିବାକୁ ହେଲେ ଆମକୁ ୬ ଫୁଟର ଦୂରତା ଓ ସଫା ସ୍ୱଚ୍ଛତା ବଜାୟ ରଖିବା । ଆମ ବୈଜ୍ଞାନିକମାନେ…

ହଜିଗଲା ମାନବିକତା: ମିଳିଲାନି ଚିକିତ୍ସା, ମେଡିକାଲ ଆଗରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି  ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି  ଓ ଅନ୍ୟ ଜଣେ ମହିଳା …

ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ କେୟାର ସେଂଟର । ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଓ ଆବଶ୍ୟକ ସଂଖ୍ୟକ ରୋଗୀ ଭର୍ତ୍ତି ହେଉ ନ ଥିବାରୁ ସମଗ୍ର ରାଜ୍ୟରେ ଥିବା ଟେମ୍ପରାରି ମେଡିକାଲ୍ ସେଣ୍ଟର୍ ଓ କୋଭିଡ୍‌ କେୟାର୍ ହୋମ୍‌…

ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ୨୩୮ ଲୋକାଲ କେସ୍ ସହ ୩୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ବିଏମ୍‌ସି ଅଂଚଳରୁ ୩୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୧୩ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୭୧ ଜଣ ଆରୋଗ୍ୟ…

ଆରପାରିରେ ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ। କରୋନା ଆକ୍ରାନ୍ତ ହେବା ପରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ଶ୍ରୀ ମହାନ୍ତି। ସୋମବାର ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ନଦିଆ ମହାନ୍ତି…