Latest Odisha News

BREAKING NEWS

Browsing Tag

COVID-19

ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍‌

ଭୁବନେଶ୍ୱର: ପ୍ରାୟ ସାଢ଼େ ୪ ମାସ ପରେ ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍ । ବିଏମ୍‌ସିର ନୂଆ ଗାଇଡଲାଇନ୍ ଅନୁସାରେ ଏହି ମଲ୍ ସବୁକୁ ଖୋଲା ଯାଇଛି । ସପ୍ତାହନ୍ତ ସଟ୍ ଡାଉନ୍ ପାଇଁ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ମଲ୍ ଗୁଡିକ ଖୋଲାରହିଥିଲା । ପ୍ରଥମ ଦିନରେ ବିଭିନ୍ନ ମଲ୍ ଗୁଡିକରେ କୋଭିଡ୍…

‘ବିଜେଡି ନେତା ସାଜିଛନ୍ତି କରୋନା ସୁପର ସ୍ପ୍ରେଡର’

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏଥିପାଇଁ ଚାରିଆଡେ କୋଭିଡ କଟକଣା ଲାଗୁ କରିଛନ୍ତି ସରକାର । ତେବେ କୋଭିଡ କଟକଣାକୁ ନେଇ ଏବେ କିନ୍ତୁ ରାଜନୀତି ଜୋର୍ ଧରିଛି । ବିଜେଡି ନେତାମାନେ କୋଭିଡ ନିୟମ ଭାଙ୍ଗୁଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି । ବିଜେଡିର ଜଣେ ନେତା…

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା, କଣ ରହିବ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଗଷ୍ଟ ୩୧ ଯାଏଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଭିତରେ ଧାର୍ମିକ ପରମ୍ପରା ଚାଲିବ ହେଲେ ସାଧାରଣ ଭକ୍ତଙ୍କୁ ମନ୍ଦିର ଯିବା ମନା । ଅଗଷ୍ଟ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ…

ଏଣିକି ବିବାହ ଉତ୍ସବ ନିୟମ ଭାଙ୍ଗିଲେ ୧୦ ହଜାର ଫାଇନ୍

ଭୁବନେଶ୍ୱର: ଅଗଷ୍ଟ ମାସ ଗାଇଡଲାଇନ୍‌ରେ ସରକାର ବାହାଘର ଉତ୍ସବକୁ ଅନୁମତି ଦେଇଥିଲେ ମଧ୍ୟ କଡା କଟକଣା ଜାରି କରିଛନ୍ତି । ଏଣିକି ବିବାହ ଉତ୍ସବରେ କୋଭିଡ ଗାଇଡ ଲାଇନ୍ ଉଲ୍ଲଙ୍ଘନ କଲେ ୧୦ ହଜାର ଫାଇନ୍ । ଏଥିସହ ବିବାହ କାର୍ଯ୍ୟବେଳେ ସାମାଜିକ ଦୂରତା ନମାନିଲେ ସିଲ୍ ହେବ ବିବାହ ମଣ୍ଡପ ।…

୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଆଜି ସରକାର ଗାଇଡାଲଇନ୍ ଜାରି କରିଛନ୍ତି। ଏହି ୪ଟି ଜିଲ୍ଲାରେ…

ରାତି ୯ରୁ ସକାଳ ୫ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ ବି ରାଜ୍ୟରେ କିନ୍ତୁ ଏହା ଜାରି ରହିବ । ଅର୍ଥାତ ସାରା ରାଜ୍ୟରେ ରାତ୍ରି କଟକଣାକୁ ଜାରି ରଖିଛନ୍ତି ସରକାର । ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବ…

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ବାପା-ମା’ ଫେରାର

କଟକ: ହସ୍ପିଟାଲରୁ କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ର ଧରି ବାପା-ମା’ ଚମ୍ପଟ । କଟକ ଶିଶୁ ଭବନରେ ଘଟିଛି ଏଭଳି ଘଟଣା । ହସ୍ପିଟାଲରେ କଡା ସୁରକ୍ଷା ସତ୍ତ୍ୱେ ବାପା-ମା’ ମୃତ ଶିଶୁ ଧରି ଫେରାର ହୋଇଯାଇଛନ୍ତି । ଏନେଇ ଲାଲବାଗ ଥାନାରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ମୁତାବକ,…

ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଇସ୍ପାତ ନଗରୀ ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କର ଲୋକାର୍ପିତ କରିଛନ୍ତି । ଏହା ହେଉଛି ରାଜ୍ୟର ତୃତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ।…

ଦେଶରେ ବଢ଼ୁଛି ସୁସ୍ଥ ହାର, କମୁଛି ମୃତ୍ୟୁ ହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କୋଭିଡ-୧୯ରେ ଏଯାଏଁ ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ଦୁଇ ତୃତୀୟାଂଶ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏନେଇ ଆଜି ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ…

ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା

ଅନୁଗୁଳ: ରାଜ୍ୟରେ ଜାରି ରହିଛି କରୋନା କୋପ । ଦିନକୁ ୧ ହଜାରୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା ଲାଗୁ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ସମସ୍ତ ହାଟ, ମାର୍କେଟ ଅଗଷ୍ଟ ୩୧ଯାଏଁ ବନ୍ଦ ରହିବ ।ସକାଳ ୭ଟାରୁ ଦିନ…