Latest Odisha News

BREAKING NEWS

Browsing Tag

COVID-19

କରୋନା ମୁକ୍ତ ହେଲା ନୂଆପଡ଼ା ଜିଲ୍ଲା

ଭୁବନେଶ୍ୱର: କରୋନା ମୁକ୍ତ ନୂଆପଡ଼ା ଜିଲ୍ଲା । ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଥିବା ସମସ୍ତ ୧୮ ଭୂତାଣୁ ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ ନୂଆପଡ଼ା କରୋନା ମୁକ୍ତ ହୋଇଛି । ବାକି ୨୯ ଜିଲ୍ଲାରେ ରହିଛି…

କରୋନା ଭୟ, କୋଭିଡ ଗାର୍ଡରେ କଭର ହେଲା ଶାହରୁଖଙ୍କ ମନ୍ନତ

ମୁମ୍ବାଇ: ବଲିଉଡରେ ବଚ୍ଚନ ପରିବାରକୁ କରୋନା ପରେ କିଙ୍ଗଖାନ୍ ଶାହରୁଖଙ୍କୁ ଘାରିଛି ଭୂତାଣୁ ଭୟ । ସଂକ୍ରମଣକୁ ନେଇ ହୋଇଛନ୍ତି ସଜାଗ । ନିଜ ବଙ୍ଗଲୋ ମନ୍ନତକୁ ଦେଇଛନ୍ତି କୋଭିଡ ଗାର୍ଡ । ଶାହରୁଖ ନିଜ ଘରକୁ ଚାରିପଡୁ ପୁରା ପ୍ଲାଷ୍ଟିକ ଜରିରେ କଭର କରି ଦେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ…

ଶବ ସତ୍କାର ପାଇଁ ୭୫୦୦

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ରହିଛି କରୋନା । ଦିନକୁ ଦିନ କରୋନା ମିଟର ଉପରକୁ ଉଠି ଚାଲିଛି । ସଂକ୍ରମିତ ବଢ଼ୁଛନ୍ତି ଏଥିସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ରାଶି ଘୋଷଣା କରିଛନ୍ତି । କରୋନାରେ ଯଦି ଜଣେ…

କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ମଳିିବ ପ୍ରୋତ୍ସାହନ ରାଶି । ରାଜ୍ୟର କୋଭିଡ୍ ହସ୍ପିଟାଲ ରେ କାର‌୍ୟ୍ୟରତ କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡରେ କାମ କରୁଥିବା ଡାକ୍ତର, ନର୍ସ, ଲାବୋରଟୋରି ଟେକ୍ନିସିଆନ, ଫାର୍ମାସିଷ୍ଟ, ଚତୁର୍ଥ ଶ୍ରେଣୀ…

କାଲିଠୁ ନବରଙ୍ଗପୁର ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲିଠୁ ୨ ଦିନ ପାଇଁ ନବରଙ୍ଗପୁରକୁ ସଟଉଡାଉନ୍ ଘୋଷଣା ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି । କାଲି ସକାଳ ୫ଟାରୁ ୨୨ ତାରିଖ ଯାଏଁ ଏହି ସଟଡାଉନ୍ ଘୋଷଣା ହୋଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା…

ସୁସ୍ଥ ହେଲେ ଆଉ ୫୧୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧୨,୪୫୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ସେପଟେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୨, ୪୫୨ରେ ପହଂଚିଛି । 9 from…

୪ ଜିଲ୍ଲାରେ ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: ବଦଳିଲା ବ୍ୟାଙ୍କ ଖୋଲିବା ସମୟ । କାଲିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଂଚଳରେ ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ…

କମିଶନରେଟ୍ ପୋଲିସର ଦୁଇ କନଷ୍ଟେବଳ କରୋନା ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି କମିଶନରେଟ୍ ପୋଲିସର ଦୁଇ ଜଣ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇ ଜଣ ରିଜର୍ଭ ଲାଇନ୍‌ର କନଷ୍ଟେବଳ । ଉଭୟ ଛୁଟିରୁ ଫେରି ସଙ୍ଗରୋଧରେ ଥିଲେ । ପରେ ଉଭୟଙ୍କ…

ଏଥର କଟକରେ ହେବନି ଗଣେଶ ପୂଜା

କଟକ: ବର୍ଷ ବର୍ଷ ଧରି ହେଉଥିବା ଗଣେଶ ପୂଜା ଉପରେ ପଡିଛି କରୋନା ମହାମାରୀର ପ୍ରଭାବ । ଏଥର ସିଲଭର ସିଟି କଟକରେ ହେବନି ଗଣେଷ ପୂଜା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବସାଧାରଣ ସ୍ଥାନ ଏବଂ କୌଣସି ସଂସ୍ଥା କିମ୍ବା ପୂଜା କମିଟି…

କଟକରେ କମିଛି ସଂକ୍ରମିତଙ୍କ ସଂଖ୍ୟା

କଟକ: ଗତ ସପ୍ତାହକ ମଧ୍ୟରେ କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । କଟକରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାଶ । ସେ କହିଛନ୍ତି ଯେ, ସହରରେ ଜୁଲାଇ ୩୧ ଯାଏ ଲକଡାଉନ୍ ଜାରି ରହିଥିବା ବେଳେ ଏହି ସମୟରେ କରୋନା…