Latest Odisha News

BREAKING NEWS

Browsing Tag

COVID-19

ହଟସ୍ପଟ ଜିଲ୍ଲାରୁ ଲୋକ ଆସୁଥିବାରୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟାରେ ବଢ଼ି ଚାଲିଛି କରୋନା ମାମଲା । ରାଜଧାନୀ ଭୁବନେଶ୍ୱୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍ ଲାଗୁନି । ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱାରେ ପଜିଟିଭଙ୍କ ସଂଖ୍ୟା ବଢୁଛି । ଯାହା ବିଏମ୍‌ସି ପାଇଁ ବଡ ଆହ୍ୱାନ । ଗତ ୧୦ ଦିନରେ…

ଢ଼େଙ୍କାନାଳକୁ ୮ ଜିଲ୍ଳାର ଲୋକଙ୍କ ପ୍ରବେଶ ମନା

ଢ଼େଙ୍କାନାଳ: କରୋନା ପାଇଁ ଚାରିଆଡେ ବଢ଼ୁଛି କଟକଣା । ଢ଼େଙ୍କାନାଳ ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୮ ଜିଲ୍ଲାର ଲୋକଙ୍କ ପ୍ରବେଶ ବ୍ୟାନ୍ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ, ଅନୁଗୁଳ ଆଦି ଜିଲ୍ଲାର ଲୋକଙ୍କୁ ଢ଼େଙ୍କାନାଳ ଆସିବାକୁ…

ରହୁନି ତାଳମେଳ, ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ । ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତା ବଢୁଛି । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧାରୁ ଆଜି…

ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ମନା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ପ୍ରବେଶ ମନା । ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି କଟକଣା ଜାରି କରିଚନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଗଂଜାମ, କଟକ, ଭଦ୍ରକ, ଖୋର୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା,…

ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ର ହେଉଛି କରୋନା ସ୍ଥିତି । ପ୍ରତିଦନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ବିଏମସି…

୨ ଦିନ ସମ୍ବଲପୁର ସଟଡାଉନ୍‌

ସମ୍ବଲପୁର: ଦୁଇ ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ । କରୋନା ସଂକ୍ରମଣ ଯୋଗୁଁ ସମ୍ବଲପୁର ଜିଲ୍ଲାକୁ ୨ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ପୁରା ସଟ୍‌ଡାଉନ୍ ହେବ । ଏହି ସମୟରେ ଜରୁରୀକାଳିନ ସେବା ଅବ୍ୟାହାତ ରହିବ। ଏନେଇ ଜିଲ୍ଲା…

ଭାରତରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆମେ ଗୋଷ୍ଠୀ ସଂକ୍ରମଣ ଷ୍ଟେଜକୁ ଯାଇନେ । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଭାରତରେ କେହି ମଧ୍ୟ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇ ନାର୍ହି…

ଆଇଏଏସ୍ ଭିନିଲ୍ କ୍ରିଷ୍ଣାଙ୍କୁ କୋଭିଡ ଦାୟିତ୍ୱ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କୁ କୋଭିଡ ଦାୟିତ୍ୱ ମିଳିଛି । ସିଏମ୍‌ଓ କୋଭିଡ ପାରିଚାଳନାର ଓଏସ୍‌ଡି ହୋଇଛନ୍ତି ଭିନିଲ୍ । ଏଥିସହ ପୂର୍ବଭଳି ଓଏମସି ଏମଡ଼ି ଓ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର‌୍ୟ୍ୟ କରିବେ। ସେହିପରି…

ସବୁ ମେଡିକାଲରେ ଇନଫ୍ରାରେଡ୍ ଥର୍ମୋମିଟର ବ୍ୟବସ୍ଥା ହେଉ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପ୍ରସଙ୍ଗରେ ଆଜି ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକ ବସିଛି । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ହସପିଟାଲ ଓ ସହରାଂଚଳ ହସପିଟାଲରେ ଇନଫ୍ରାରେଡ୍ ଥର୍ମୋମିଟର ଲଗାଯାଉ । ଫଳରେ କାହାର କେତେ ଜ୍ୱର ଅଛି…

ନୂଆ କଟକଣା: ବାହାଘର ବେଳେ ବରଯାତ୍ରୀ ମନା

ଭୁବନେଶ୍ୱର: କରୋନା ଭିତରେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ କଟକଣା । ବିବାହ ଉତ୍ସବ ଓ ଶେଷକୃତ୍ୟ ପାଇଁ ନୂଆ କଟକଣା ଜାରି ହୋଇଛି । ବାହାଘର ବେଳେ ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ ବାହାଘର ପାଇଁ ଥାନାରୁ ଅନୁମତି ମଧ୍ୟ ଆଣିବାକୁ ପଡିବ । ସେହିପରି…