Latest Odisha News

BREAKING NEWS

Browsing Tag

COVID-19

ଆରଟିଓ-୧ ର ଆଉ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀର ଆରଟିଓ ୧ର ଆଉ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ଏହି ଅଫିସର ଚାରି ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଫିସକୁ ସିଲ୍ କରାଯାଇଥିଲା । ଏଠାରେ କାମ କରୁଥିବା ଏଠାରେ କାମ କରୁଥିବା ଅନ୍ୟ ୧୩ ଜଣ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ…

କାଲିଠୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ରହିବ ନାହିଁ

ଭୁବନେଶ୍ୱର : ଗଂଜାମରେ କୋଭିଡ୧୯ ପରିସ୍ଥିତି ଦିନକୁ ଦିନ ଜଟିଳ ହବୋରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇଷ୍ଟକୋଷ୍ଟ ରେଳବାଇକୁ ଆସନ୍ତାକାଲିଠାରୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ନ ଅଟକାଇବାକୁ ଅନୁରୋଧ କରିଛନ୍ତି । ଏଥି ସହ ବାଲୁଗାଁ ଷ୍ଟେସନରେ ମଧ୍ୟ ଟ୍ରେନ ଅଟକିବ ନାହିଁ ।…

୩ ଦିନ ପାଇଁ ପାରଳାଖେମୁଣ୍ଡି ସଟଡାଉନ୍

ଗଜପତି: ରାଜ୍ୟରେ ହୁ ହୁ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ୩ ଦିନ ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ସଟଡାଉନ୍ କରାଯାଇଛି । ଜିଲ୍ଲାପାଳ ଅନୁପମ୍‌ ଶାହା ଏପରି ପଦକ୍ଷେପ ନେଇଛନ୍ତି। ଆସନ୍ତା ଶୁକ୍ର, ଶନି ଓ ରବିବାର ସଟ୍‌ଡାଉନ୍‌ ସମୟରେ ସମସ୍ତ ଜରୁରୀକାଳିନ…

ଭାଙ୍ଗିଲା ରେକର୍ଡ, ଏକାଥରକେ ସୁସ୍ଥ ହେଲେ ୩୦୩ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଂଟାରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଗୋଟିଏ ଦିନରେ ୩୦୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୭୦୦୬ରେ ପହଂଚିଛି । 9 from Nabarangpur 7…

କଟକ ଶିଶୁଭବନରେ ଆଉ ଜଣେ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକ ଶିଶୁଭବନରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାରେ ପୁଣି ଜଣେ ଶିଶୁ ସଂକ୍ରମିତ ହୋଇଛି । ସଂକ୍ରମିତ ଶିଶୁ ଜଣକ ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର…

ବାହାର କର୍ମଚାରୀଙ୍କୁ ଭୁବନେଶ୍ୱର ମନା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ନୂଆ କଟକଣା । ବାହାର କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର ମନା ହୋଇଛି ।ଭୁବନେଶ୍ୱରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ । କଟକ, ଖୋର୍ଦ୍ଧା ବାହାରେ ରହୁଥିବା କର୍ମଚାରୀ କାର୍ଯ୍ୟାଳୟ ଆସିବା ନେଇ ଅନୁମତି ନାହିଁ…

ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ, ପୁଣି ଭୁବନେଶ୍ୱରରେ ୪୬ ପଜିଟିଭ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୨୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ…

ଖୋର୍ଦ୍ଧା-ଗଂଜାମ ବର୍ଡର ସିଲ୍‌, ଟୋଲ୍ ଗେଟ୍ ନିକଟରେ ଟ୍ରାଫିକ ଜାମ୍‌

ଗଂଜାମ: ବଢ଼ୁଥିବା କରୋନା ସଂକ୍ରମଣ ଯୋଗୁଁ ଗଂଜମାର ସମସ୍ତ ସହରାଂଚଳକୁ ଜିଲ୍ଲାପାଳ ଆସନ୍ତାକାଲିଠାରୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ତେବେ ଆଜି ଠାରୁ ଗଂଜମାର ସବୁ ବର୍ଡର ସିଲ୍ କରାଯାଇଛି । ଆଜି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମା ସିଲ୍ ହେବା ପରେ ଟ୍ରାଫିକ ଜାମ୍ ହୋଇଛି । ସୀମା ସୀଲ୍…

ନୟାଗଡ-ଗଞ୍ଜାମ ସୀମା ସିଲ୍‌

ଗଞ୍ଜାମ: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୫ ଦିନ ଯାଏଁ ଗଂଜାମର ସମସ୍ତ ସହରାଂଚଳକୁ ସଟ୍‌ଡାଉନ ଘୋଷଣା କରାଯାଇଛି । ତେବେ ଆଜିଠାରୁ ସୀମା ସିଲ୍ କରାଯାଇଛି । ସଂକ୍ରମଣ ଏଡାଇବାକୁ ନୟାଗଡ-ଗଂଜାମ ସୀମା ସିଲ୍…

ରାଜଭବନରେ ପ୍ରବେଶ ମନା

ଭୁବନେଶ୍ୱର: ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆବଶ୍ୟକ ହେଲେ ଟେଲିଫୋନ୍‌,…