Latest Odisha News

BREAKING NEWS

Browsing Tag

COVID-19

କିସରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଳାସ: ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ ଶିକ୍ଷାଦାନ…

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫…

ଖୁସି ଖବର: ସଂକ୍ରମିତଙ୍କ ତୁଳନାରେ ବଢ଼ିଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଥମିବାର ନା ଧରୁନି । ତେବେ ଏହି ସଂକ୍ରମିତଙ୍କ ତୁଳନରେ ଏବେ ବଢ଼ିଛି ସୁସ୍ଥ ହାର । ବୁଧବାର ପ୍ରଥମଥର ପାଇଁ ସୁସ୍ଥ ହୋଇଥିବା କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଦେଶରେ ଥିବା ମୋଟ ସକ୍ରିୟ ମାମଲାକୁ ଅତିକ୍ରମ କରିଛି ।…

ସ୍ୱାସ୍ଥ୍ୟକର୍ମୀ ଆମ ହିରୋ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆମ ହିରୋ । ସେମାନେ ଆମର ମୂଲ୍ୟବାନ ସମ୍ପତ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗ…

କରୋନା ସହ ଲଢେଇ: ସେବାୟତଙ୍କ ଲାଗି ହୋମିଓପ୍ୟାଥି

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ସଫଳତାର ସହିତ ସମାପନ ହେବାପରେ ଏବେ ଶ୍ରୀଜୀଉମାନଙ୍କର ଅଣସର ପିଣ୍ଡିରେ ଚାଲିଛି ଅଣସର ନୀତି । କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଗରେ ରହିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।…

କେଜ୍ରିୱାଲଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । ତାଙ୍କ ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ । କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା । ଗତକାଲି ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ନିଆ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ । ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା…

ମାସ୍କ କିଣା ଦୁର୍ନୀତିକୁ ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ୱର: ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା ହୋଇଛି । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାରୀ ଅଭିଯାନ । ମାସ୍କ, ସାନିଟାଇଜରରେ ଦୁର୍ନୀତି ହୋଇ୍‌ଥିବା ଅଭିଯୋଗ ହୋଇଛି । ହେମନ୍ତ ଶର୍ମା, ଓ ତୃତୀୟ ମହଲାର ସମସ୍ତେ ଏଥିରେ…

ସୁସ୍ଥ ହେଲେ ଆଉ ୧୪୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସୁସ୍ଥ ହାର । ଆଜି ସକାଳୁ ଓଡ଼ିଶାରେ ୧୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ଣରେ ରାଜ୍ୟରେ ଆଉ ୧୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୩ରେ ପହଁଚିଛି । 3 each…

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ !

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାଆ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଉଭୟ ବର୍ତ୍ତମାନ ଅସୁସ୍ଥ ରହିଥିବା ଯୋଗୁଁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।…