Latest Odisha News

BREAKING NEWS

Browsing Tag

covid relief

କୋଭିଡ୍‌ ପରିଚାଳନାରେ ବ୍ୟବହୃତ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ହୋଇଥିଲା। ଭିଡିଓ କନ୍‌ଫରେନିସଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଏହି ବୈଠକରେ କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ବ୍ଲାକ ଫଙ୍ଗସର…

କରୋନା ରୋଗୀଙ୍କ ସହାୟତା ଲାଗି ୨୨ କୋଟି ଯୋଗାଡ କଲେଣି ପ୍ରିୟଙ୍କା

ମୁମ୍ବାଇ: କରୋନା ରୋଗୀଙ୍କ ସହାୟତା ଲାଗି ଗିଭ୍‌ ଇଣ୍ଡିଆ ସହିତ ମିଳିତ ଭାବେ ପ୍ରିୟଙ୍କା ଚୋପ୍ରାଙ୍କ ୩ ମିଲିୟନ୍ ଡଲାର୍ (୨୨ କୋଟି ଟଙ୍କା) ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ପାଣ୍ଠି ସଂଗ୍ରହ ସହିତ ପ୍ରିୟଙ୍କାଙ୍କ ଫାଉଣ୍ଡେସନ ୫୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର କ୍ରୟ କରିବାରେ ସକ୍ଷମ…

କରୋନା ପ୍ରଭାବିତଙ୍କ ସହାୟତା ପାଇଁ ଆଗକୁ ଆସିଲେ ଅଭିନେତ୍ରୀ ସଞ୍ଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ବଲିଉଡ୍‌ ସେଲିବ୍ରିଟି ଲୋକଙ୍କୁ ସହାୟତାର ହାତ ବଢାଉଥିବା ଦେଖିବାକୁ ମିଳୁଛି। ବଲିଉଡ୍‌ ଅଭିନେତ୍ରୀ ସଞ୍ଜନା ସାଙ୍ଘି ମଧ୍ୟ ଏହି ସମୟରେ ସମାଜ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି। ସେ ଏକ ଏନଜିଓ, ସେଭ୍ ଦି ଚାଇଲ୍ଡ୍ ସହିତ ହାତ ମିଳାଇଛନ୍ତି। ଯାହା…

ସିଏମ୍‌ ରିଲିଫ ଫଣ୍ଡ୍‌କୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗପତି ଡଃ ସୀତକଣ୍ଠ ଦାଶ

ମିନିଆପଲିସି / ଭୁବନେଶ୍ୱର: କୋଭିଡ୍‍ ସଙ୍କଟକୁ ମୁକାବିଲା କରିବା ପାଇଁ ଆମେରିକାରେ ଅବସ୍ଥାପିତ ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗପତି ଏବଂ ଜନହିତୈଶୀ ଡଃ ସୀତକଣ୍ଠ ଦାଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଡଃ ଦାଶଙ୍କ ତରଫରୁ ଜଗଦଗୁରୁ କୃପାଳୁ…