Latest Odisha News

BREAKING NEWS

Browsing Tag

covid vaccine

ଟିକାକରଣରେ ବୟସ୍କ ନାଗରିକଙ୍କୁ ଅଗ୍ରାଧିକାର, ସରପଞ୍ଚ ବାଛି ପାରିବେନି କିଏ ନେବ ଟିକା

ଭୁବନେଶ୍ୱର: ରାଜ୍ୟରେ ବୟସ୍କ ନାଗରିକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସୋମବାର ୯୨୭ଟି କେନ୍ଦ୍ରରେ ୧ ଲକ୍ଷ ୨୭୩ ଜଣ…

ଆଜିଠୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କରୋନା ଟିକାକରଣର ଦ୍ୱିତୀୟ ଡୋଜ୍ ଶନିବାର ଦିନ ଭାରତରେ ଆରମ୍ଭ ହେବ। ଅର୍ଥାତ୍ ଆଜି ସେହି ଲୋକମାନଙ୍କୁ ଟିକା ଦିଆଯିବ ଯେଉଁମାନେ ୨୮ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୬ରେ ଟିକାକରଣ କରିଥିଲେ। ଉଲ୍ଲେଖ ଥାଉ କି, ଜାନୁଆରୀ ୧୬ ରେ, ୨୦୨,୦୦୦ ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍…

ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ନେଇ WHO କମିଟିର ସୁପାରିସ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ଦକ୍ଷିଣ ଆଫ୍ରିକା ବନ୍ଦ କରିଥିବା ବେଳେ ଏହାର ପ୍ରୟୋଗ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କମିଟି ସୁପାରିସ୍ କରିଛି । ଆଷ୍ଟ୍ରାଜେନକା କୋଭିଡ୍ ଭ୍ୟାକ୍ସିନ୍ ସୁରକ୍ଷିତ ଏବଂ ଏହା କରୋନା ଭୂତାଣୁ ବିରୋଧରେ ପ୍ରଭାବଶାଳୀ ।…

ଆଷ୍ଟ୍ରାଜେନେକା ଟିକା ବ୍ୟବହାରକୁ ଖାରଜ କରିବା ନେଇ ‘ହୁ’ର ବଡ଼ ଚେତାବନୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହାର କୋଭକ୍ସ ସହଯୋଗୀମାନେ ସୋମବାର ଦିନ ଆଷ୍ଟ୍ରାଜେନେକା କୋଭିଡ୍‌ ଟିକାକୁ ନେଇ ଚେତାବନୀ ଦେଇଛନ୍ତି। ଏହି ଟିକାକୁ ନେଇ ଅନେକ ଅସୁବିଧା ଦେଖାଦେଇଛି। ଆଷ୍ଟ୍ରାଜେନେକା ଟିକା ବର୍ତ୍ତମାନ କୋଭ୍ୟାକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହାକି…

ସର୍ବାଧିକ ସଂଖ୍ୟକ ଟିକାକରଣ ପ୍ରକ୍ରିୟାରେ ତୃତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଆମେରିକା ଏବଂ ବ୍ରିଟେନ ପରେ ଭାରତ ତୃତୀୟ ଦେଶ ହୋଇପାରିଛି ଯେଉଁଠାରେ କରୋନାଭାଇରସ୍ ରୋଗ ବିରୋଧରେ କର୍ତ୍ତୃପକ୍ଷ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଟିକାଦାନ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରବିବାର ଦିନ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ…

ଭାରତରେ ଜରୁରୀକାଳୀନ ବ୍ୟବହାର ଆବେଦନ ପ୍ରତ୍ୟାହାର କରିବ ଫାଇଜର

ନୂଆଦିଲ୍ଲୀ: ଫାର୍ମା ପ୍ରମୁଖ ଫାଇଜର ଶୁକ୍ରବାର ଦିନ କହିଛି ଯେ ଭାରତରେ ଏହାର କୋଭିଡ-୧୯ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ପାଇଁ ଆବେଦନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। "ଏହାର କୋଭିଡ-୧୯ ଟିକା ର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଅନୁଯାୟୀ, ଫାଇଜର…

ଫେବୃଆରୀ ୧୩ରୁ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାର ୨ୟ ଡ‌ୋଜ ପ୍ରଦାନ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ରୁ ସ୍ୱାସ୍ଥ୍ୟ ସେବାର‌େ ନିୟ‌ୋଜିତ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଦିନ ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯ‌େ, “ଏପର୍ଯ୍ୟନ୍ତ ସେମାନଙ୍କୁ କେବଳ ଟିକାର…

ସେବାୟତଙ୍କୁ କୋଭିଡ୍ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ୍ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ ରଖିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ମୁଖ୍ୟ ସାସନ ସଚିବଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ଆଜିଠୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଦର୍ଶନ…

କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଣ କରିବ ଭାରତ

ନୂଆଦିଲ୍ଲୀ: ଦେଶବ୍ୟାପୀ ସଫଳତାର ସହ କୋଭିଡ ଟିକା କରଣ ଚାଲିଛି। କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଇବ ଭାରତ। ବାଂଲାଦେଶ, ନେପାଳ, ଭୁଟାନ, ମାଳଦ୍ୱୀପ, ମିଆଁମାର ଓ ସିସଲସକୁ କାଲିଠୁ ଆରମ୍ଭ ହେବ କୋଭିଡ ଟିକା ଯୋଗାଣ। ଟିକା ଯୋଗାଇ ଦେବାକୁ ଏସବୁ ଦେଶରୁ ଅନୁରୋଧ ଆସିଥିଲା। ସେହିପରି ଟିକା…

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଞ୍ଚିଛି । ପୁନେର ସେରମ୍ ଇନଷ୍ଟିଚୁଟରୁ ସ୍ପାଇସ ଜେଟ ବିମାନରେ ୩ ଲକ୍ଷ ୩୪ ହଜାର ୫୩୪ଟି ଟିକା ଆସିଛି । ଏହା ପରେ ସୁରକ୍ଷିତ ଭାବେ ସେଗୁଡିକୁ ୩ଟି ସ୍ୱତନ୍ତ୍ର ଗାଡିରେ ଟିକା ଭଣ୍ଡାରକୁ ନିଆଯାଇଛି। ତିନି ଦିନ…