ଟିକା ନେବାକୁ ମନା କଲେ ଆଉ ମାଗଣା ମିଳିବନି
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ଏବେ ଯେଉଁମାନେ ଟିକା ନେଉ ନାହାନ୍ତି ପରେ ଆଉ ସେମାନଙ୍କୁ ମାଗଣା ଟିକା ମିଳିବ ନାହିଁ । ଏକଥା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ତେବେ ଅନୁପସ୍ଥିତ…