Latest Odisha News
Browsing Tag

Covid19 testing

ଶିବରାତ୍ରି ପାଇଁ ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଦିନେ ପରେ ମହାଶିବରାତ୍ରି । ଏକାମ୍ର କ୍ଷେତ୍ରରେ କୋଭିଡ୍ କଟକଣା ଭିତରେ ପାଳନ ହେବ । ତାପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଟ । ଆଜି କୋଭିଡ୍ ଟେଷ୍ଚ କରାଯିବ । ଗତକାଲି ଶିବରାତ୍ରି ନେଇ ବସିଥିବା ସମନ୍ୱୟ କମିଟି ବୈଠକରେ ଏହି…

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ପୁଣି ହେବ କରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ । ପୁରୀ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ୧୦୦୦…

ବଢୁଛି କରୋନା କମୁଛି ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କମ୍ ପରିମାଣର କରୋନା ଟେଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ସଂକ୍ରମଣ ବଢିଚାଲିଛି । ଆଗକୁ ସ୍ଥିତି ଅସମ୍ଭାଳ ହେବ । ସରକାର ପୂର୍ବରୁ କହିଥିଲେ, ଦିନକୁ ୧୫ ହଜାର ଟେଷ୍ଟ କରିବେ । ଏଯାଏ ତାହା…

କରୋନା ମୁକାବିଲା, ଗୁରୁବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୭୪ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସ୍ୱାବ ନମୁନା ପରୀକ୍ଷା ଗୁରୁବାର ରେକର୍ଡ କରିଛି । ଗୋଟିଏ ଦିନରେ ୨୪୭୪ଟି ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Testing data for April 23,2020 Total Tested : 2474 RMRC: 1241…

ବ୍ରହ୍ମପୁର ଏମକେସିଜିକୁ ମିଳିଲା କୋଭିଡ୧୯ ନମୁନା ପରୀକ୍ଷା ଅନୁମତି

ବ୍ରହ୍ମପୁର: କୋଭିଡ୧୯ ପରୀକ୍ଷା ପାଇଁ ବ୍ରହ୍ମପୁର ଏମକେସିଜିକୁ ଅନୁମତି । ଏମକେସିଜି ମେଡିକାଲ କଲେଜକୁ ଏହି ଅନୁମତି ଦେଇଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) । ଦକ୍ଷିଣ ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ଏଠାରେ ପରୀକ୍ଷଣ ଆରମ୍ଭ ହେବ । ବର୍ତ୍ତମାନ ଭୁବନେଶ୍ୱରର…

ଭାରତରେ ଲଂଚ ହେବ ପ୍ରଥମ କୋଭିଡ୍‌-୧୯ ଟେଷ୍ଟିଂ କିଟ୍ !

ମୁମ୍ବାଇ: ଭାରତର ଅଣୁ ନିଦାନ କମ୍ପାନୀ Mylabs ଲଂଚ କରିବ ପ୍ରଥମ କରୋନା ଟେଷ୍ଟିଂ କିଟ୍ । ଏହି କିଟ୍ କୁ Reverse Transcription - polymerase chain reaction ବା (RT-PCR) ଟେଷ୍ଟ ଭାବେ ନାମିତ କରାଯାଇଛି । ମୁମ୍ବାଇର ଲୋକାଲ୍ ନ୍ୟୁଜ୍ ଏଜେନ୍ସି ମୁମ୍ବାଇ ଲାଇଭ ଅନୁଯାୟୀ ଏହି…

ଘରୋଇ ଲାବୋରୋଟୋରୀରେ କୋଭିଡ୧୯ ପରୀକ୍ଷଣ ନେଇ ଗାଇଡଲାଇନ ଜାରି

ନୂଆଦିଲ୍ଲ- ସାରା ଦେଶରେ କୋଭିଡ୧୯ ପରୀକ୍ଷଣର ଆବଶ୍ୟକତା ଦୃତ ଗତିରେ ବଢୁଥିବାରୁ ଘରୋଇ ଲାବୋରୋଟୋରୀଗୁଡିକରେ ଏହି ପରୀକ୍ଷଣ କରାଯିବା ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) ପକ୍ଷରୁ ବିସ୍ତୃତ ନିୟମାବଳୀ ଜାରି କରାଯାଇଛି । ଏହି ନିୟମାବଳୀ ଅନୁସାରେ କୋଭିଡ୧୯…