Latest Odisha News

BREAKING NEWS

Browsing Tag

COVID19

ରାଜ୍ୟରେ ୭୦୦ ଡେଇଁଲା ଦୈନିକ କରୋନା ସଂକ୍ରମଣ, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଓ କଟକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ୍ ସଂକ୍ରମଣ । ୬ ତାରିଖରୁ ଦୈନିକ ୪ ଶହ ମାମଲା ଚିହ୍ନଟ ପରେ ୯ ତାରିଖରେ ଦୈନିକ ସଂକ୍ରମଣ ୫ ଶହ ଟପିଥିଲା । ଆଉ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ମାମଲା ୭ ଶହ ଡେଇଁଛି । ଦୈନିକ ସଂକ୍ରମଣ ମାମଲାରେ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ ଜିଲ୍ଲା…

ରାଜଧାନୀରେ ରାଜ୍ୟର ଅଧା କୋଭିଡ୍ ସଂକ୍ରମଣ, ବଢ଼ିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୦୩…

ରାଜ୍ୟରେ ୫ ଶହ ଟପିଲା ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ଦୀର୍ଘ ମାସ ପରେ ଦୈନିକ ସଂକ୍ରମଣ ୫୦୦ ପାର୍ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୨ ଜିଲ୍ଲାରୁ ୫୧୨ଟି କୋଭିଡ୍ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୩୦୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୧୨ଟି ମାମଲା ସ୍ଥାନୀୟ…

ଦେଶରେ କୋଭିଡ୍ ସଂକ୍ରମଣ ମାମଲା ସହ ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ୩ ମାସର ବ୍ୟବଧ୍ୟାନ ପରେ ଦେଶରେ ପୁଣି କୋଭିଡ୍ କାୟା ମେଲାଇଲାଣି । ଗତ ୨୪ ଘଣ୍ଟାରେ ଦେଶରେ  ହଜାର ୭ ହଜାର ୫୮୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଅଧିକ ୪.୮ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଦେଶରେ ୪…

ବଢ଼ୁଛି କରୋନା ସଂକ୍ରମଣ, ଆସିବ କି ଚତୁର୍ଥ ଲହର ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରଣଣ ବଢ଼ୁଛି । ଗୁରୁବାର ଦେଶରେ ୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବିଶେଷଜ୍ଞ କହି ଦେଇଛନ୍ତି ଯେ ଯଦି କୌଣସି ନୂଆ କରୋନା ଭାରିଆଣ୍ଟ ଚିହ୍ନଟ ନହୁଏ ତେବେ ଦେଶରେ ଚତୁର୍ଥ ଲହର…

କୋଭିଡ ପୁଣିଥରେ ଭୟାବହ ଆଣିପାରେ, ଚେତାଇଲେ ଆନ୍ଥୋନି ଫାଉସି

ନ୍ୟୁୟର୍କ: ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ତୁଳନାରେ କରୋନା ମହାମାରୀ ତୃତୀୟ ବର୍ଷରେ ସେତେଟା ଘାତକ ନାହିଁ । ଟିକାକରଣ ଓ ଲୋକଙ୍କ ସଚେତନତାରୁ କରୋନା ଦୁର୍ବଳ ହୋଇଛି ବୋଲି ବିଶେଷଜ୍ଞ କହିଛନ୍ତି । କିନ୍ତୁ କରୋନାର ଦ୍ୱିତୀୟ ଏବଂ ପ୍ରଥମ ଲହର କେତେ ଗମ୍ଭୀର ଥିଲା ତାହା ଆମେରିକା, ଇଟାଲୀ,…

ଦକ୍ଷିଣ କୋରିଆ ଏବଂ ଚୀନରେ ବଢୁଛି କରୋନା ସଂକ୍ରମଣ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଦକ୍ଷିଣ କୋରିଆରେ ସଂକ୍ରମଣ ଉପରମୁହାଁ ରହିବା ପରେ ଏବେ ତଳମୁହାଁ ହୋଇଛି । ସାମନ ଗ୍ରାଫ ଚୀନରେ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶନିବାର ବର୍ଷେ ପରେ ଚୀନରେ କୋଭିଡରେ ପ୍ରାଣ ହରାଇଛନ୍ତି ଦୁଇ ଜଣ । କେବଳ ଦକ୍ଷିଣ କୋରିଆ କିମ୍ବା ଚାଇନା ନୁହେଁ ଅନେକ…

ମହାମାରୀକୁ ହରେଇବାର ମନ୍ତ୍ର ଦେଲେ ହୁ ମୁଖ୍ୟ

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧରେ ଲଢେଇର ଏହା ହେଉଛି ତୃତୀୟ ବର୍ଷ। ଏହି ମହାମାରୀକୁ ପରାସ୍ତ କରିବାକୁ ସମଗ୍ର ବିଶ୍ୱ ସଂଗ୍ରାମ କରୁଛି। ଏହି ସମୟରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ (WHO) ଏହି ବିଶ୍ବ ମହାମାରୀକୁ ପରାସ୍ତ କରିବାକୁ ଏକ ମନ୍ତ୍ର ଦେଇଛନ୍ତି। ହୁ ମୁଖ୍ୟ କହିଛନ୍ତି ଯେ ଯଦି…

କରୋନା କବଳରୁ ମୁକୁଳିଲେ ଅଭିନେତା କମଲ ହାସନ୍

ଭୁବନେଶ୍ୱର: କରୋନା ସଂକ୍ରମଣରୁ ତ୍ରାହି ପାଇଲେ ଅଭିନେତା ତଥା ରାଜନେତା କମଲ ହାସନ୍ । ଗତ ନଭେମ୍ବର ୨୨ ତାରିଖରେ ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ବାହାରିବା ପରେ ସେ ଶ୍ରୀ ରାମଚନ୍ଦ୍ର ମେଡିକାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିଜର ଏକ୍ସକ୍ଲୁସିଭ କ୍ଲଥ୍ ଲାଇନ୍ ଲଂଚ କରିବାକୁ ସେ…

ୟୂରୋପରେ କରୋନା ସଂକ୍ରମଣର ଗତି ଚିନ୍ତାଜନକ; ହୁ

ନୂଆଦିଲ୍ଲୀ: ୟୁରୋପ ଏବଂ ମଧ୍ୟ ଏସିଆର ଏ୫୩ ଦେଶଗୁଡିକ ଆସନ୍ତା ସପ୍ତାହରେ କରୋନା ମହାମାରୀର ଭୟଙ୍କର ରୂପ ଦେଖିପାରେ। ଏହି ଅଞ୍ଚଳଗୁଡିକରେ ପୁଣି ଥରେ କରୋନା ବିପଦର ସମ୍ମୁଖୀନ ହୋଇପାରେ ଏବଂ ଏକ ନୂତନ ସଂକ୍ରମଣର ସମ୍ମୁଖୀନ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ କାର୍ଯ୍ୟାଳୟର…