Latest Odisha News

BREAKING NEWS

Browsing Tag

COVID19

ପାରାମିଲିଟାରୀ ଫୋର୍ସରେ କରୋନାଭାଇରସ୍ !

ନୂଆଦିଲ୍ଲୀ: ଦେଶର ପ୍ରଥମ ଦୁଇଟି ମାମଲା ଭାବେ ସାମ୍ନାକୁ ଆସିଛି ପାରାମିଲିଟାରୀ ଫୋର୍ସରେ କରୋନା ସଂକ୍ରମିତଙ୍କ ଖବର । ଜଣେ ବିଏସ୍‌ଏଫ୍ ଅଫିସର ଓ ଜଣେ ସିଆଇଏସ୍‌ଏଫ୍‌ ଯବାନ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଗ୍ୱାଲିଅରରେ ପୋଷ୍ଟିଂ…

କୋଭିଡ୍ -୧୯: କାହିଁକି ଭାଇରାଲ୍ ହେଲା ସାଉଦି ଡାକ୍ତରଙ୍କ ଭିଡିଓ ?

ସାଉଦି ଆରବ : କରୋନା ମହାମାରୀ ସହ ଲଢୁଛି ସାରା ବିଶ୍ୱ । ଏହି ଲଢେଇ ଭିତରେ ଜଣେ ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସାଉଦିରେ କରୋନା ମହାମାରୀକୁ ରୋକିବା ଲାଗି ମେଡିକାଲ୍ ପ୍ରଫେସ୍‌ନାଲ୍‌ ମାନଙ୍କୁ ଦିନରାତି ଖଟିବାକୁ ପଡୁଛି । ତା ଛଡା ଏହି ଭାଇରସ୍ ଯେପରି ଅନ୍ୟ…

କରୋନା ପ୍ରସଙ୍ଗ ପରେ ବିଗିଡ଼ି ଯାଇପାରେ ଚୀନ ହାଲତ !

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତିସ୍ଥଳ ହେଉଛି ଚୀନର ୟୁହାନ ସହର । ଚୀନରୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମିତ ହୋଇ ଦ୍ରୁତଗତିରେ ସାରା ବିଶ୍ୱକୁ ବ୍ୟାପୀ ଯାଇଛି । ଏବେ ଏହି ଭୂତାଣୁ ସଂକ୍ରମଣର ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ, ସ୍ପେନ, ବ୍ରିଟେନ, ଜର୍ମାନୀ ସମେତ…

କରୋନା ସହିତ ଲଢେଇ: ଏନ-୯୫ ମାସ୍କ ସହ ଭୁବନେଶ୍ୱର ପହଞ୍ଚିଲା ଏୟାର ଇଣ୍ଡିଆ କାର୍ଗୋ

ଭୁବନେଶ୍ୱର: ଜାନୁଆରୀ ମାସଠାରୁ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଆନୁଷଙ୍ଗିକ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଓଡ଼ିଶା ରାଜ୍ୟ ମେଡ଼ିକାଲ୍ କର୍ପୋରେସନ ଲିଃ (ଓଏସଏମସିଏଲ) ପକ୍ଷରୁ ନିବେଦନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

ଜାଣିଛନ୍ତି କି କ୍ୱାରେନଟାଇନ୍‌ ବା ସଙ୍ଗରୋଧର ଇତିହାସ !

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଅଧିକ ନବ୍ୟାପିବା ପାଇଁ କ୍ୱାରେନଟାଇନ ଏବଂ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ସଂକ୍ରମିତ ଇଲାକାରୁ ଆସିଥିବା ବ୍ୟକ୍ତିଙ୍କୁ ୧୪ଦିନ ପର୍ଯ୍ୟନ୍ତ କାହା ସହ ନ'ମିଶିବାକୁ କୁହା ଯାଉଛି । ଏହି କ୍ୱାରେନଟାଇନର ଇତିହାସ କଣ । ଏହି ଶବ୍ଦର ଅର୍ଥ କଣ ।…

କୋଭିଡ୍‌-୧୯: ଜାଣନ୍ତୁ କେଉଁ ଅଭିନେତ୍ରୀ ସାଜିଲେ ହସ୍ପିଟାଲ୍ ନର୍ସ ?

ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ । ଏତିକିବେଳେ ଦେଶ ପାଇଁ ଆଗେଇ ଆସିଛନ୍ତି ଶିଖା ମଲହୋତ୍ରା । ରିଲ୍ ନୁହେଁ ବରଂ ରିଏଲ୍ ଲାଇଫ୍‌ରେ ଅଭିନେତ୍ରୀରୁ ସାଜିଲେ ହସ୍ପିଟାଲ୍‌ ନର୍ସ । Apart from being an #Actress need all of your support to #serve the #nation once…

ଚୋରଙ୍କୁ ନାହିଁ କରୋନାକୁ ଡର, କୋଟିଏ ଟଙ୍କାର ଜେମ୍ସ ବଣ୍ଡ ବନ୍ଧୁକ ଚୋରି !

ଲଣ୍ଡନ: କରୋନାକୁ ଖାତିର କଲେନି ଚୋର । ଲୁଟିନେଲେ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜିର ୫ଟି ମୂଲ୍ୟବାନ ବନ୍ଧୁକ । ଚଳିତ ବର୍ଷ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜି ପାଇଁ ଏତେଟା ଶୁଭଙ୍କର ନୁହଁ । ପ୍ରଥମେ ଡାନିଏଲ୍ କ୍ରେଗ୍‌ଙ୍କ ଫାଇନାଲ ବଣ୍ଡ ସିରିଜ ମୁଭି “ନୋ ଟାଇମ୍ ଟୁ ଡାଇ” ର ରିଲିଜ ଡେଟ୍…

ବିଶେଷ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ଓ ପ୍ରତିକାର…

କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ ଓ ପ୍ରତିକାର ନେଇ ଡା. ଦୁର୍ଗା ପ୍ରସାଦ ମିଶ୍ରଙ୍କ ଆଲେଖ କରୋନା ଭୂତାଣୁ ଜନିତ ବିଶ୍ୱବ୍ୟାପୀ ମହାମାରୀ ବୌଦ୍ଧିକ ତଥା ବିକାଶାତ୍ମକ ଅସୁବିଧା ଥିବା ପିଲାମାନଙ୍କ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ସୃଷ୍ଟି କରିଛି । ଏହା ପରୀକ୍ଷିତ ଯେ, ଅକ୍ଷମତା…

କୋଭିଡ୍‌-୧୯: ଅପପ୍ରଚାର କରି ଚାକିରୀ ହରାଇଲେ ଇନ୍‌ଫୋସିସ୍ କର୍ମଚାରୀ !

ବେଙ୍ଗାଲୁରୁ: ଜଣେ କର୍ମଚାରୀଙ୍କୁ ବରଖାସ୍ତ କଲା ଇନ୍‌ଫୋସିସ୍ । ସୋସିଆଲ୍ ମିଡିଆରେ କରୋନାଭାଇରସ୍‌କୁ ନେଇ ଅପପ୍ରଚାର କରି କର୍ମଚାରୀ ଜଣକ ନିଜ ଚାକିରୀ ହରାଇଛନ୍ତି । ଶୁକ୍ରବାର ଦିନ ବେଙ୍ଗାଲୁରୁ ସ୍ଥିତ ଇନଫୋସିସ୍ ନିଜର ଜଣେ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ସୋସିଆଲ୍ ମିଡିଆରେ…

କୋଭିଡ୍‌-୧୯: ସର୍ବିଆକୁ ୧ମିଲିଅନ୍ ୟୁରୋ ଦାନ କଲେ ନୋଭାକ୍ ଜୋକୋଭିକ୍ !

ସର୍ବିଆ: ନିଜ ଦେଶକୁ ୧ମିଲିଅନ୍ ୟୁରୋ ଡୋନେଟ୍ କଲେ ବିଶ୍ୱର ୧ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ । କରୋନାଭାଇରସ୍ ବିରୋଧୀ ଲଢେଇରେ ଆବଶ୍ୟକ ସଂରଜାମ କିଣିବା ପାଇଁ ନୋଭାକ ନିଜ ଦେଶକୁ ସହାୟତା ଦେଇଛନ୍ତି । My wife @jelenadjokovic and I have donated 1 million euros via…