Latest Odisha News

BREAKING NEWS

Browsing Tag

COVID19

କୋଭିଡ୍‌୧୯: ଧୋନୀ ଦେଲେ ଟଙ୍କା, ବିଗିଡିଲେ ସାକ୍ଷୀ !

ଝାଡଖଣ୍ଡ: କରୋନା ମହାମାରୀ ପାଇଁ ଧୋନୀ ଦାନ କରିଥିଲେ ୧ ଲକ୍ଷ ଟଙ୍କା । ହେଲେ ଏବେ ମିଡିଆ ଉପରେ ବର୍ଷିଛନ୍ତି ତାଙ୍କ ଧର୍ମପତ୍ନୀ ସାକ୍ଷୀ । ଗୁରୁବାର ଏକ ଚାରିଟେବଲ ଟ୍ରଷ୍ଟକୁ ଧୋନୀ ୧ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଖବର ପ୍ରଚାରିତ ପରେ ବହୁ ଭାରତୀୟ ଧୋନୀଙ୍କୁ ସମାଲୋଚନା କରିବାକୁ…

ମହଙ୍ଗା ପଡିଲା ସୋସିଆଲ ମିଡିଆ ପୋଷ୍ଟ, ଇରାନ୍‌ରେ ୩୦୦ ମୃତ, ହଜାରେ ଅସୁସ୍ଥ !

ଇରାନ୍‌: ଆମେରିକାର ନ୍ୟୁଜ୍ ଏଜେନ୍ସି ଦ ଏସୋସିଏଟେଡ୍ ପ୍ରେସ୍ ର ଟୁଇଟ୍ ଅନୁଯାୟୀ କରୋନାଭାଇରସ୍‌ଠୁ ମୁକ୍ତି ପାଇବା ପାଇଁ ଇରାନର ବହୁ ଲୋକ ମେଥନଲ୍ ଭଳି ବିଶାକ୍ତ କେମିକାଲକୁ ଇଂଜେକ୍ସନ ରୂପେ ବ୍ୟବହାର କରିଥିଲେ । Iranian media reports nearly 300 people have been killed and…

କରୋନା ଆତଙ୍କ: ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟାରେ ଚୀନ, ଇଟାଲୀକୁ ଟପିଗଲା ଯୁକ୍ତରାଷ୍ଟ୍ର ଆମେରିକା !

ନ୍ୟୁୟର୍କ: ସାରା ବିଶ୍ୱରେ ଏବେ ୫୦୦,୦୦୦ ବ୍ୟକ୍ତି କରୋନା ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ କୋଟି କୋଟି ଜନସାଧାରଣ ଏବେ ଘରଭିତରେ ଲକଡ଼ାଉନ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି । ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ନେଇ ଏବେ ବିଶ୍ୱବ୍ୟାପୀ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅଧିକାଂଶ…

୨ ବର୍ଷ ପୂର୍ବେ କୋରିଆନ୍ ଲେଖକ ଜାଣିଥିଲେ କୋଭିଡ୍‌-୧୯ ରହସ୍ୟ !

ଭୁବନେଶ୍ୱର: ୨୦୧୮ରେ ଏକ କୋରିଆନ୍ ଟିଭି ସିରିଜ୍ କରିଥିଲା କୋଭିଡ୍‌-୧୯ର ପୂର୍ବାନୁମାନ । ଆମେରିକୀୟ ଅନଲାଇନ୍ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ କରିଥିଲା ଏହି ୱେବସିରିଜ୍ ର ପ୍ରସାରଣ । In the drama My Secret Terrius that was released in 2018 (UNIQ's sungjoo was…

କରୋନା ବିରୋଧୀ ଲଢେଇ, ୫୦ ଲକ୍ଷ ଟଙ୍କା ଦେଲେ କପିଲ ଶର୍ମା !

ମୁମ୍ବାଇ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ୫୦ ଲକ୍ଷ ଟଙ୍କା ଡୋନେଟ୍ କଲେ କମେଡି କିଙ୍ଗ କପିଲ ଶର୍ମା । କରୋନା ବିରୋଧୀ ଲଢେଇରେ କପିଲ ବି ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । କରୋନାଭାଇରସ୍ ସହ ଲଢୁଛି ସାରା ଭାରତ । ଅନେକ ସେଲିବ୍ରିଟି ଭାରତ ସରକାରଙ୍କୁ ସମର୍ଥନ କରିବା ସହ ଅଳ୍ପ ବହୁତ…

କୋଭିଡ୍‌-୧୯: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିଖରଙ୍କ ସହାୟତା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଦାନ କଲେ ଟିମ୍ ଇଣ୍ଡିଆ କ୍ରିକେଟର୍ ଶିଖର ଧାୱନ । ସୋସିଆଲ୍ ମିଡିଆରେ ଶିଖର ଘୋଷଣା କରିବା ସହ କରୋନା ମହାମାରୀର ମୁକାବିଲା କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି । Hi everyone remember to stay indoors & take care of…

କରୋନା ଲାଗି ସହାୟତାର ହାତ ବଢାଇଲେ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଦଳ, ଏବେ ଭାରତୀୟଙ୍କ ପାଳି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ଗୋଟେପଟେ ପାକିସ୍ତାନୀ ଖେଳାଳୀ ୫୦ ଲକ୍ଷ ଓ ବଙ୍ଗଳାଦେଶୀ ନିଜ ଅଧା ଦରମା (୨୫ଲକ୍ଷ) ଦାନ କରିଛନ୍ତି । ଏପରି ସ୍ଥିତିରେ ଭାରତୀୟ କ୍ରିକେଟର ଅର୍ଥଦାନ କରିନଥିବାରୁ ଲୋକେ ସୋସିଆଲ ମିଡିଆରେ…

ଜାଣନ୍ତୁ, ଘାତକ କରୋନାକୁ ନେଇ କ’ଣ କହୁଛନ୍ତି ଭାରତର ବିଶିଷ୍ଟ ଜ୍ୟୋତିର୍ବିଦ୍ !

ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ କବଳରେ ଏବେ ସମଗ୍ର ବିଶ୍ୱ କବଳିତ । ଏହି ଘାତକ ଭୂତାଣୁ ସଂକ୍ରମଣରେ ହଜାର ହଜାର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି । କରୋନା ମହାମାରୀର ପ୍ରାଦୁର୍ଭାବ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଇଟାଲୀ, ସ୍ପେନ,…

କୋଭିଡ୍‌-୧୯ ସଂକ୍ରମିତ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କ ସଂସ୍ପର୍ଶରେ ୮ଶହ ଲୋକ !

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରଠାରେ ଜଣେ ଡାକ୍ତରଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ପ୍ରାୟ ୮ଶହ ରୋଗୀ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସରକାରୀ ସୂଚନାରୁ ଜଣାପଡିଛି । A total of 800 people who came in contact with the mohalla clinic doctor have…

ଭାଇରାଲ୍ ପୋଷ୍ଟମୋର୍ଟମ୍: କନିକାଙ୍କ ପାଇଁ କରୋନାରେ ସଂକ୍ରମିତ ପ୍ରିନ୍ସ ଚାର୍ଲସ୍ !

ଭୁବନେଶ୍ୱର: ପଜିଟିଭ୍ ବାହାରିଛି ପ୍ରିନ୍ସ ଚାର୍ଲସ୍‌ଙ୍କ କୋଭିଡ୍-୧୯ ଟେଷ୍ଟ । ଏହି ଖବର ପ୍ରଚାରିତ ହେବା ପରେ ସିଙ୍ଗର୍ କନିକାଙ୍କ ସହ ତାଙ୍କର ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ବିଭିନ୍ନ ଲୋକ ଭିନ୍ନଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କନିକାଙ୍କର ଏହି ଫଟୋ ଅପଲୋଡ୍ କରିଛନ୍ତି…