Latest Odisha News

BREAKING NEWS

Browsing Tag

COVID19

ଲକ୍ଷେ ୨୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ଲକ୍ଷେ ୨୦ ହଜାର ଟପିଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା। ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯କୁ ବୃଦ୍ଧି ପାଇଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୩୩୮୦ କରୋନା ଆକ୍ରାନ୍ତ ।…

ଓଡ଼ିଶାରୁ ସୁସ୍ଥ ହେଲେ ୧୦ ହଜାରରୁ ଅଧିକ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାର ୪୩୪ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। https://twitter.com/HFWOdisha/status/1400443486382346241?s=19 ଆଜିର…

କରୋନା‌ ଭାରିଏଣ୍ଟର ନାମକରଣ କଲା ଡବ୍ଲ୍ୟୁଏଚଓ, କ’ଣ ରହିଛି ଭାରତରେ ଚିହ୍ନଟ ଭାରିଏଣ୍ଟ ନାମ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ମିଳିଥିବା କରୋନା ଭାଇରସ B1.617.2 ଭାରିଏଣ୍ଟର ନାମକରଣ କରିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, B.1.617.2 'ଡେଲଟା' ଭାବରେ ନାମିତ ହୋଇଛି। ଭାରତରେ ଚିହ୍ନଟ ଅନ୍ୟ ଏକ ଭାରିଏଣ୍ଟ B.1.617.1 ର ନାମ 'କାପ୍ପା'। ଅକ୍ଟୋବର 2020 ରେ ପ୍ରଥମଥର…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜି ଓଡ଼ିଶା ପ୍ରତିନିଧି ରଘୁନାଥ ସାହୁ। ସେ ଶୁକ୍ରବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ…

କାଲି ଖସିଥିଲା ଆଜି ବଢ଼ିଲା, ୨୪ ଘଣ୍ଟାରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ତଳକୁ ଖସିଛି । ଗତକାଲି ୭ ହଜାରରୁ କମ୍ ମାମଲା ଆସିଥିବା ବେଳେ ଆଜି ୭ ହଜାର ଡେଇଁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୧୬ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୦୪୧ଟି ମାମଲା ଆସିଥିବା ବେଳେ ୩ ହଜାର ୧୭୫ଟି ମାମଲା…

ରାଜ୍ୟରେ ଖସିଲା ସଂକ୍ରମଣ, ଥମୁନି ମୃତ୍ୟୁ; ଲଗାତାର ଦ୍ୱିତୀୟ ଦିନରେ ଆଉ ୩୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଜୀବନ ନେଉଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହଠାତ୍ ପ୍ରାୟ ୪ ହଜାର ପାଖାପାଖି ହ୍ରାସ୍ ପାଇଛି । ଦିନକରେ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କ ଜୀବନ ନେଇଛି କିଲର୍ କରୋନା । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୬୧୮କୁ ବୃଦ୍ଧି ପାଇଛି ।…

ଭୁବନେଶ୍ୱରରେ ବୁଧବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟାସ୍'କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଆସନ୍ତା ଶନିବାର ଯାଏଁ ଟୀକାକରଣକୁ ସ୍ଥଗିତ ରହିବ। “ଆସନ୍ତାକାଲି ତଥା ମେ ୨୬ ତାରିଖରେ ହେବାକୁ ଥିବା ଟୀକାକରଣ ଆଗାମୀ ୨୯ ତାରିଖରେ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ବିଏମସି…

ବାତ୍ୟା ‘ୟସ୍’ ପାଇଁ ୬ ଜିଲ୍ଲାରେ ୨୭ ଯାଏଁ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟସ' ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବାକୁ ଯାଉଛି ଟିକାକରଣ । ୬ଟି ଜିଲ୍ଲାରେ ୨୫ରୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା ଆଦି ଜିଲ୍ଲା…

କରୋନାରେ ଆଉ ଜଣେ ସାମ୍ବାଦିକ ମୃତ, ଦ୍ୱିତୀୟ ଲହରରେ ଗଲାଣି ୨୯ ଯୋଦ୍ଧାଙ୍କ ଜୀବନ

ଫୁଲବାଣୀ: ଥମୁନି କରୋନା ମୃତ୍ୟୁ ଆତଙ୍କ । ସମ୍ମୁଖ ଯୋଦ୍ଧାଙ୍କ ଜୀବନ ନେଉଛି ମହାମାରୀ । ରବିବାର ଆଉ ଜଣେ ସାମ୍ବାଦିକ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଦୈନିକ ଖବରକାଗଜ ସର୍ବସାଧାରଣର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା (୪୫)ଙ୍କ ଦେହାନ୍ତ ହୋଇଛି । ଗତ ୨୦ ତାରିଖରେ…

କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ସେନେଇ ସ୍ପଷ୍ଟ କରାଯାଇପାରିବ ନାହିଁ। କିନ୍ତୁ କୁକୁର ଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ନିକଟରେ ହୋଇଥିବା ଏକ ଷ୍ଟଡିରୁ ଜଣାପଡିଛି ଯେ ନିମୋନିଆରେ ପୀଡିତ କେତେକ ରୋଗୀଙ୍କଠାରେ ଏହି କରୋନା ଭୁତାଣୁ…