Latest Odisha News
Browsing Tag

Cuttack

ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଦିବ୍ୟଲୋକ ସନ୍ଧାନେ ସମ୍ମାନ

କଟକ: ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଦିବ୍ୟଲୋକ ସନ୍ଧାନେ ସମ୍ମାନ ୨୦୨୧ ପ୍ରଦାନ କରାଯିବ ବୋଲି ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ ରଥ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି। ଆସନ୍ତା ୧୦ ତାରିଖ ରବିବାର ଦିନ ଉରାଳୀ ଗ୍ରାମ ପଞ୍ଚାୟତ…

କେବେଠୁ ଖୋଲିବ କଟକର ସଙ୍ଗମ ସିନେମା ହଲ୍, ଜାଣନ୍ତୁ

କଟକ: ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ପାଇଁ ଖୁସି ଖବର। କଟକ ସ୍ଥିତ ସଙ୍ଗମ ମଲ୍ଟିପ୍ଲେକ୍ସ ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବାକୁ ଯାଉଛି। ସୂଚନାନୁସାରେ, ସହରର ଅନ୍ୟ ସିନେମା ହଲ୍ ଗୁଡିକ ଜାନୁଆରୀ ୧୪ରେ ଖୋଲିବାକୁ ଯାଉଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ୫୦ ପ୍ରତିଶତ ସିଟରେ ସିନେମା…

କାର ଚକା ଫାଟି ବାହାରିଗଲା ଇଞ୍ଜିନ, ସୌଭାଗ୍ୟବଶତଃ ବଞ୍ଚିଗଲା ଡ୍ରାଇଭରଙ୍କ ଜୀବନ

କଟକ: କଥାରେ ଅଛି ରଖେ ହରି ତ ମାରେ କିଏ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି । ଆପଣ ଫଟୋରେ ଦେଖୁଛନ୍ତି ଦୁର୍ଘଟଣାଗ୍ରସ୍ତ କାରର କେମିତି ଅବସ୍ଥା ହୋଇଛି । ଏତେ ବଡ଼ ଦୁର୍ଘଟଣାରେ…

ମିଶନ ଜିରୋ-ଏଫ ପାଇଁ ସ୍କ୍ରଚ୍ ‌ସ୍ୱର୍ଣ୍ଣ ଆୱାର୍ଡ

କଟକ: ଜିଲ୍ଳା ପ୍ରଶାସନ ଦ୍ୱାରା ଚାଲିଥିବା ମିଶନ ଜିରୋ-ଏଫକୁ ସ୍କ୍ରଚ୍ ସ୍ୱର୍ଣ୍ଣ ଆୱାର୍ଡ ( SKOCH GOLD AWARD) ମିଳିଛି । ଜାତୀୟ ସ୍ତରରେ କଟକ ଜିଲ୍ଲାକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସମଗ୍ର ଜିଲ୍ଲାରେ ଅବହେଳିତ ତଥା ପାଠ ପଢ଼ାରୁ ବଞ୍ଚିତ ହେଉଥିବା…

ସକାଳେ ସିମେଣ୍ଟ ସନ୍ଧ୍ୟାରେ ନକଲି ସସ୍ କାରଖାନା ଉପରେ ଚଢଉ

କଟକ : ନକଲି କାରଖାନାର ହବ ପାଲଟିଛି କଟକ ସହର । ଗତ କିଛି ଦିନ ହେଲା କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ନକଲି ଘିଅ ଆଉ ଟମାଟୋ ସସ୍ । ଏପରିକି ଆଜି ସକାଳେ ନକଲି ସିମେଣ୍ଟ କାରଖାନା ଠାବ ହୋଇଥିଲା । ଆଉ ସନ୍ଧ୍ୟାରେ ମଧୁପାଟଣା ଅଞ୍ଚଳରେ ନକଲି ସସ୍ ତିଆରି କାରଖାନା ଉପରେ ଚଢ଼ାଉ…

କଟକରୁ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ଟମାଟୋ ସସ୍ । ନକଲି ଘିଅ, ତେଲ ପରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । କୌଣସି ସୂତ୍ରରୁ…

ଜିଏସଟି ଠକେଇ ଅଭିଯୋଗରେ କଟକରୁ ବନ୍ଧା ହେଲେ ୩ ଜଣ

କଟକ: ପୁଣି ବଡ଼ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । କୋଟି କୋଟି ଟଙ୍କା ଟିକସ ଫାଙ୍କିବାକୁ ଫନ୍ଦି କରୁଥିଲେ । ଧରାପଡ଼ିଲେ ଓ ଜେଲ୍ ଗଲେ । ଜିଏସଟି ଠକେଇ ଅଭିଯୋଗରେ କଟକ ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । କୋର୍ଟରେ ହାଜରେ ପରେ ସେମାନଙ୍କୁ ଜେଲ ପଠାଇ…

କଟକରେ ପୁଣି ନକଲି କାରଖାନା ଠାବ

କଟକ: ପୁଣି ଠାବ ହେଲା ନକଲି କାରଖାନା । ଏଥର ପିଠାପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଉପରେ ଚଢାଉ ହୋଇଛି । ବାଦାମବାଡି ପୋଲିସ ଏହି ଚଢଉ କରି ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ ଘିଅ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।…

ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହୁଛି । ଏହାସହ କୁହୁଡ଼ି ବି ପଡୁଛି । ଆଜି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଏତେମାତ୍ରାରେ କୁହୁଡ଼ି ପଡିଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏପରିକି ୨୦ମିଟର ଭିତରେ…

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…