Latest Odisha News

BREAKING NEWS

Browsing Tag

Cuttack

ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ପ୍ରାପ୍ତ ଡି.ପ୍ରକାଶ ରାଓ ଅସୁସ୍ଥ ହୋଇ କଟକ ବଡ ମେଡିକାଲର ମେଡିସିନ୍ ୱାଡର ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲକୁ…

‘ଏମବିବିଏସ୍’ ଓ ‘ବିଡିଏସ’ ଲାଗି ଆରମ୍ଭ ହେଲା ନମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ନିଟ (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ଦ୍ୱାରା ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ 'ଏମବିବିଏସ୍' ଓ 'ବିଡିଏସ' ଲାଗି ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ଆରମ୍ଭ ହୋଇଛି । ଏନଇଟି (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ପାଇଁ ଜୁଲାଇ ୧୦ ଯାଏଁ…

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବପଡା ବିଦ୍ୟାଳୟରେ କେହି ଦୁର୍ବୃତ୍ତ ଶ୍ରେଣୀ ଗୃହ ମଧ୍ୟରେ ପଶି ଜଣେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ଶିକ୍ଷୟିତ୍ରୀ ଜଣକ ଶ୍ରେଣୀ ଗୃହରେ ପଢାଉଥିବା ବେଳେ ଅଚାନକ କେହି ଦୁର୍ବୃତ୍ତ ତାଙ୍କ ଉପରକୁ…

କଟକ: ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକର କୁଆଖାଇ ନଦୀ ନିକଟସ୍ଥ ରେଳଧାରଣାରୁ ମଙ୍ଗଳବାର ସକାଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ମୃତଦେହ ପଡିଥିବା ଠାବ କରିଥିଲେ । ପରବର୍ତ୍ତୀ ସମୟରେ…

ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା

କଟକ : ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଧର୍ମପତ୍ନୀ ପ୍ରବୀଣା ମହାନ୍ତିଙ୍କ ଶୁକ୍ରବାର ରାତିରେ ହୃଦଘାତରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ…

କଟକରେ ନିର୍ବାଚନ ପରବର୍ତ୍ତୀ ହିଂସା, ୫ ଆହତ

କଟକ : କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ପୋଖରୀ ଗ୍ରାମରେ ସୋମବାର ଦିନ ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ମହିଳାଙ୍କ ସମେତ ପରିବାର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଆକ୍ରମଣକାରୀମାନେ…

କଟକରୁ ଜବତ ହେଲା ୩୬ କିଲୋର ଗଞ୍ଜେଇ, ୨ ଗିରଫ

କଟକ : କଟକ ଜିଲ୍ଲାର ବାଦାମବାଡି ଛକ ନିକଟରେ ଶନିବାର ଦିନ ଅବକାରୀ ବିଭାଗ ପ୍ରାୟ ୩୬ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ବାଦାମବାଡି ଅଞ୍ଚଳରୁ ଜବତ କରାଯାଇଛି ।…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ : କଟକ ଜିଲ୍ଲାର ଲିଙ୍କ୍ ରୋଡ୍ ନିକଟରୁ ରବିବାର ସକାଳୁ ଅବକାରୀ ବିଭାଗ ପ୍ରାୟ ୩୨ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଲିଙ୍କ୍ ରୋଡ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍…

କଟକ ଏସସିବି ମେଡିକାଲର ରେକର୍ଡ ରୁମରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଆଣ୍ଡ କଲେଜର ରେକର୍ଡ ରୁମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ରେକର୍ଡ ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡ ଫଳରେ ରେକର୍ଡ ରୁମରେ ଥିବା ଅନେକ ଫାଇଲ୍ ଓ କାଗଜପତ୍ର…

କଟକ: ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ସିଡିଏ ସ୍ଥିତ ସେକ୍ଟର-୧୦ରେ ଥିବା ‘ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଶାଖାରେ ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଅନେକ ଦରକାରୀ କାଜଗପତ୍ର ଏବଂ କମ୍ପ୍ୟୁଟର ଗୁଡିକରେ ନିଆଁ ଲାଗି ପୋଡିଯାଇଛି ।…