Latest Odisha News

BREAKING NEWS

Browsing Tag

Cyclone Nivar

ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍ ପରେ ୩ ଘଣ୍ଟା ତାଣ୍ଡବ ରଚିଲା ‘ନିଭାର’

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ନିଭାର । ଗତକାଲି ବିଳିମ୍ବିତ ରାତିରେ ଅତି ଭୀଷଣ ବାତ୍ୟାର ରୂପ ଧାରଣ କରି ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ରାତି ୧୧.୩୦ରୁ ବାତ୍ୟା ନିଭାର ପ୍ରକୋପ ଆରମ୍ଭ ହୋଇ ରାତି ସାଢ଼େ…

ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ‘ନିଭାର’, ଆଜି ରାତିରେ ଲ୍ୟାଣ୍ଡଫଲ୍

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ନିଭାର । ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିଛି । ଗତ ୬ ଘଣ୍ଟା ହେବ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି । ଆଗାମୀ ୧୨ ଘଣ୍ଟାରେ ନିଭାର ଅଧିକ ଘନୀଭୂତ ହୋଇ…

ସମ୍ଭାବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ରାଜ୍ୟରେ ଛୁଟି ଘୋଷଣା

ହାଇଦ୍ରାବାଦ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୋଇଛି। ନଭେମ୍ବର ୨୫ ତାରିଖରେ ଏହା ତାମିଲନାଡୁର ମାଲାପୁରମ୍ ଏବଂ ପୁଡୁଚେରୀର କରାଇକାଲ୍ ଉପକୂଳ ଦେଇ ବାତ୍ୟା 'ନିଭାର' ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅଧିକ ପଢନ୍ତୁ-ବଙ୍ଗୋପସାଗରରେ ବଳ ଗୋଟାଉଛି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ନିଭାର’, କାଲି କରିବ ହିଟ୍

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଡିପ ଡିପ୍ରେସନ୍ ନେଇଛି ସାମୁଦ୍ରିକ ଝଡ଼ ‘ନିଭାର’ର ରୂପ ନେଇଛି । ଆଗକୁ ଅଧିକ ଘନୀଭୂତ ହେବ । ସାଇକ୍ଲୋନିକ ଷ୍ଟର୍ମ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହୋଇଛି । ଆଗାମୀ ୧୨ ଘଣ୍ଟାରେ ସିଭଅର…

ସାଇକ୍ଲୋନ୍ ନିଭାର୍: ଭୁବନେଶ୍ୱରରୁ ବାତିଲ ହ‌େବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସାଇକ୍ଲୋନ ’ନିଭାର’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ପକ୍ଷରୁ କିଛି ଟ୍ରେନକୁ ଭୁବନେଶ୍ବରରୁ ସ୍ୱଳ୍ପ ଅବଧି ଲାଗି ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।