Latest Odisha News

BREAKING NEWS

Browsing Tag

Cyclone Tauktae

ଚତୁର୍ଥ ଦିନରେ ଅପରେସନ୍ ବାର୍ଜ P-305: ୪୮ ନିଖୋଜ, ଉଦ୍ଧାର ହେଲାଣି ୩୭ ମୃତଦେହ

ମୁମ୍ବାଇ: ବାତ୍ୟା ତାଉ-ତେ ପ୍ରଭାବରେ ମୁମ୍ବାଇ ଉପକୂଳରେ ବୁଡ଼ିଥିବା ଜାହାଜରୁ ଏବେ ବି ୪୮ ଜଣଙ୍କର ସନ୍ଧାନ ମିଳିନାହିଁ । ଘଟଣାକୁ ଚାରି ଦିନ ହୋଇଥିଲେ ବି ସେମାନଙ୍କର ପତ୍ତା ମିଳିନି । ଦିନ ରାତି ଉଦ୍ଧାର ଅଭିଯାନ ଜାରି ରଖିଛି ନୌସେନା ଓ କୋଷ୍ଟ ଗାର୍ଡ । ତଲାସୀ ଅଭିଯାନରେ ବଡ଼ ବଡ଼ ଜାହାଜ,…

ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ ତାଣ୍ଡବ ରଚିଲା ବାତ୍ୟା ତାଉ’ତେ

ଅହମ୍ମଦାବାଦ: ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ କରାଳ ଓ ପ୍ରଳୟଙ୍କରୀ ରୂପ ଦେଖାଇଥିଲା ବାତ୍ୟା ତାଉ’ତେ । ଗତକାଲି ରାତି ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପୋରବନ୍ଦର-ମହୁଭା ନିକଟରେ ସ୍ଥଳଭାଗ ଛୁଇଁଥିଲା । ବାତ୍ୟାର ଆଖି ଖୋଲିବା ପରେ ପ୍ରଳୟ ଆଣିଥିଲା ।…

ଆଜି ରାତିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ, ଗୁଜରାଟ ଉପକୂଳରେ ତାଣ୍ଡବ ରଚିବ

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଆଡ଼େ ମାଡ଼ି ଆସୁଛି ବାତ୍ୟା ତାଉ’ତେ । ଅତି ଭୀଷଣ ସାମୁଦ୍ରିକ ଝଡ଼ ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଗକୁ ବଢୁଛି । ଗତ ୬ ଘଣ୍ଟା ହେବ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗଣ୍ଟାପ୍ରତି ୧୫ କିଲୋମିଟର ବେଗର ଉପକୂଳ ମୁହାଁ…

ମାଡ଼ି ଆସୁଛି ତାଉ’ତେ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଉପକୂଳ ମୁହାଁ ବାତ୍ୟା

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ରୂପ ଧାରଣ କରି ଆରବ ସାଗରରେ ଆଗକୁ ବଢୁଛି ବାତ୍ୟା ତାଉ’ତେ । ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍କର୍ମ । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହେବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ।…

ବାତ୍ୟା ତାଉ’ତେ; କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ; ୪ ମୃତ

କର୍ଣ୍ଣାଟକ: ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ବାତ୍ୟା ତାଉ'ତେ ଏକ ଭୟଙ୍କର ଘୂର୍ଣ୍ଣି ଝଡ଼ର ରୂପ ନେବାର ସମ୍ଭାବନା ରହିଛି। କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (KSDMA) ଅନୁଯାୟୀ ଚାରିଜଣ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ଏବଂ ୭୩ ଟି ଗାଁ…

ବାତ୍ୟା ତାଉ’ତେ; ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌ ମେ ୧୬ ଯାଏ ବନ୍ଦ

ମୁମ୍ବାଇ: ସୂଚନା ଅନୁଯାୟୀ ମୁମ୍ବାଇରେ ବାତ୍ୟା ତାଉ'ତେ ପ୍ରଭାବର ଆଶଙ୍କା ନେଇ ବିଏମସି କରୋନା ଟିକାକରଣ ଅଭିଯାନକୁ ସ୍ଥଗିତ ରଖିଛି। ମେ ୧୫ ଏବଂ ୧୬ ରେ ସରକାରୀ ଟିକାକରଣ କେନ୍ଦ୍ର ବନ୍ଦ ରହିବ। “୨ରୁ୩ ଟି ବେସରକାରୀ କେନ୍ଦ୍ର ସେମାନଙ୍କ ଟିକାକରଣ ଜାରି ରଖିଛନ୍ତି କିନ୍ତୁ ଆଜି ଏବଂ…

ବାତ୍ୟା ସହାୟତା ପାଇଁ ଓଡ଼ିଶାରୁ ଗୁଜରାଟ ଗଲା ୫ଟି NDRF ଟିମ୍

ଭୁବନେଶ୍ୱର: ଆରବସାଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ତାଉ’ତେ । ବର୍ତ୍ତମାନନ ମଡେଲ କହୁଛି, ବାତ୍ୟା ଗୁଜରାଟରେ ସ୍ଥଳଭାଗ ଛୁଇଁପାରେ । ମୁକାବିଲା ପାଇଁ ଜୋରସୋର ହୋଇଛି ପ୍ରସ୍ତୁତି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ କାମରେ ସହୟତା ପାଇଁ ଓଡ଼ିଶାରୁ ଗୁଜରାଟ ଯାଇଛି ଏନଡିଆରଏଫର…

ବାତ୍ୟା ତାଉ’ତେ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ ବାତ୍ୟା । ଆରବ ସାଗରରେ ଆଗକୁ ବଢ଼ୁଛି ସାଇକ୍ଲୋନିକ୍ ଷ୍ଟର୍ମ ତାଉ’ଡେ । ଅଧିକ ଘନୀଭୂତ ହୋଇ ଗୁଜରାଟ ଉପକୂଳ ମୁହାଁ ହେଉଛି । ବାତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ…

ଗୁଜରାଟ ମୁହାଁ ବାତ୍ୟା ତାଉ’ତେ: ଆଜି ନେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉ’ତେ ଘନୀଭୂତ ହେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳକୁ ଏହା ଭେରି ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର…