Latest Odisha News

BREAKING NEWS

Browsing Tag

Cyclone Yaas

ସାଇକ୍ଲୋନ୍ ୟାସ୍ ଅପଡେଟ୍: ସାହସ ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ବର: ବାତ୍ୟାର ତାଣ୍ଡବଲୀଳା ସମୟରେ ସାହସ ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ବାତ୍ୟା ଲ୍ୟାଣ୍ଡଫଲ ସମୟରେ ରାସ୍ତାରେ ପଡିଥିବା ଗଛକୁ କାଟି ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ। ବାଲେଶ୍ବର ସଦର ବ୍ଳକ ଅନ୍ତର୍ଗତ ସିନ୍ଧିଆ ଗାଁରେ ଜଣେ ହଠାତ ଅସୁସ୍ଥ ହୋଇପଡିଥିଲେ। ସିନ୍ଧିଆର ଚନ୍ଦ୍ରିକା…

ବଡ଼ ଖବର: ବାଲେଶ୍ୱର ଉପକୂଳରେ ବାତ୍ୟା ୟସର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଧାମରା ପାଖରୁ ଦୂରେଇ ଯାଇଛି ବାତ୍ୟା ୟସ୍ । ଏବେ ବାଲେଶ୍ୱର ଉପକୂଳ ପାଖାପାଖି ପହଞ୍ଚିଛି । ଆରମ୍ଭ ହୋଇଛି ୟସର ଲାଣ୍ଡଫଲ୍ ପ୍ରକ୍ରିୟା । ସକାଳ ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଛି ଲାଣ୍ଡଫଲ୍ ପ୍ରକ୍ରିୟା । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାଖାପାଖି ୩-୪ ଘଣ୍ଟା…

ଉଗ୍ର ହେଉଛି ସମୁଦ୍ର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସ୍ଥଳ ଭାଗକୁ ମାଡ଼ି ଆସିଛି

ବାଲେଶ୍ୱର: ଆଜି ରାତିରୁ ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଛି । ଏବେ ଭଦ୍ରକ ଓ ବାଲେଶ୍ୱର ଉପକୂଳ ମୁହାଁ ହୋଇଛି । ସ୍ଥଳଭାଗ ଆଡ଼କୁ ଯେତିକି ଅଗ୍ରସର ହେଉଛି, ସେତିକି ଉଗ୍ର ରୂପ ଦେଖାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଉତ୍ତାଳ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିଛି । ଘୂ ଘୂ…

ଧାମରାରେ କରାଳ ରୂପ ଦେଖାଉଛି ବାତ୍ୟା ୟାସ୍, ଦେଖନ୍ତୁ ଭିଡିଓ

ଭଦ୍ରକ: ଧାମରା ମୁହାଁ ହୋଇଛି ବାତ୍ୟା ୟାସ୍ । ଲାଣ୍ଡଫଲ୍ କରିବା ପୂର୍ବରୁ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇବା ଆରମ୍ଭ କରିଛି ବାତ୍ୟା । ଘୂ ଘୂ ଗର୍ଜନ ଛାଡୁଛି ସମୁଦ୍ର । ଛାତି ଥରାଇବା ଭଳି ଶବ୍ଦ । ସାଇଁ ସାଇଁ ହୋଇ ବହୁଛି ପବନ । ବାତ୍ୟା ଯେତିକି ଆଗକୁ ବଢୁଛି ସେତିକି ବଢୁଛି ପବନର ବେଗ ।…

‘ୟାସ୍’ ତାଣ୍ଡବ; କେନ୍ଦୁଝରରେ ଗଛ ପଡ଼ି ଜଣେ ମୃତ, ବାଲେଶ୍ୱରରେ ଭଙ୍ଗା ଘରେ ଫଶିଛି କୁନି ପୁଅ

ଭୁବନେଶ୍ୱର: ଉତ୍ତର ଉପକୂଳ ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟାସ୍’ର ତାଣ୍ଡବ ଲାଗି ରହିଛି । କେନ୍ଦ୍ରାପଡ଼ାରୁ କେନ୍ଦୁଝର ସବୁଠୁ ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି । କେନ୍ଦୁଝରରେ ବାତ୍ୟା ପବନରେ ଗଛପଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ…

ଧାମରାରୁ ମାତ୍ର ୪୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ବାତ୍ୟା ‘ୟାସ୍’ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା…

ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’, ବଢ଼ୁଛି ପବନ ସହ ବର୍ଷାର ପରିମାଣ

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ବାତ୍ୟା ‘ୟାସ୍’ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା…

ବାତ୍ୟା ‘ୟାସ୍’: ଆଜି ରାତି ୧୧ରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ବାତ୍ୟା 'ୟାସ୍' କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମଙ୍ଗଳବାର ରାତି ୧୧ ଟାରୁ ବିମାନ ଚଳାଚଳ ସ୍ଥଗିତ ରହିବ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି ଯେ ବାତ୍ୟା କୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ…

ଭୁବନେଶ୍ୱରରେ ବୁଧବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟାସ୍'କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଆସନ୍ତା ଶନିବାର ଯାଏଁ ଟୀକାକରଣକୁ ସ୍ଥଗିତ ରହିବ। “ଆସନ୍ତାକାଲି ତଥା ମେ ୨୬ ତାରିଖରେ ହେବାକୁ ଥିବା ଟୀକାକରଣ ଆଗାମୀ ୨୯ ତାରିଖରେ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ବିଏମସି…

ବାତ୍ୟା ପାଇଁ ଚଣ୍ଡିଖୋଲରୁ ବାଲେଶ୍ବର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟାସ୍ । ଆସନ୍ତାକାଲି ସକାଳେ ଧାମରା ଅ୍ଚଳରେ ଲ୍ୟାଣ୍ଡଫ୍‌ଲ କରିବ ବାତ୍ୟା । ଏହି ସମୟରେ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଯାଜପୁର…