Latest Odisha News

BREAKING NEWS

Browsing Tag

Cyclone Yaas

ବାତ୍ୟାଞ୍ଚଳରେ ପୋଲିସର ମହାନତା: ଦେଖନ୍ତୁ, ନବଜାତ ଓ ଗର୍ଭବତୀଙ୍କୁ କେମିତି କରୁଛନ୍ତି ସ୍ଥାନାନ୍ତର

ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ୟସ୍ । ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପ୍ରଭାବିତ ଆଶଙ୍କା ଥିବା ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଓ ଉଦ୍ଧାରକାରୀ ଟିମ୍ । ବିଶେଷ କରି ଗର୍ଭବତୀ, ନବଜାତ ଓ…

ବଡ଼ ଖବର: ଧାମରା ପାଖ ଦେଇ କାଲି ସକାଳେ ଗତି କରିବ ବାତ୍ୟା ୟସ୍

ଭୁବନେଶ୍ୱର: ବାତ୍ୟା ୟସର ଲାଣ୍ଡଫଲକୁ ନେଇ ବଡ଼ ଖବର ସାମନାକୁ ଆସିଛି । କାଲି ସକାଳେ ଧାମରା ନିକଟ ଦେଇ ଗତି କରିବ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜ ମହାପାତ୍ର । ଅର୍ଥାତ ଉତ୍ତର ଓଡ଼ିଶା ଉପକୂଳର…

ଉତ୍ତର ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ୟସ୍, ସ୍ପଷ୍ଟ କଲା IMD

ଭୁବନେଶ୍ୱର: ବାତ୍ୟା ୟସ୍ କେଉଁଠି ଲାଣ୍ଡଫଲ୍ କରିବ ? ଭାରତୀୟ ପାଣିପାଗ ବିଭାଗ ଏନେଇ ନିର୍ଦ୍ଦିଷ୍ଟ ସ୍ଥାନ ସ୍ପଷ୍ଟ କରି ନଥିବା ବେଳେ ଆଜି କହିଛି ଉତ୍ତର ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ । ଅର୍ଥାତ୍ ଓଡ଼ିଶାରେ ଲାଣ୍ଡଫଲ୍ କରିବା ନିଶ୍ଚିତ । ବାଲଶ୍ୱର ଉପକୂଳର ଧାମରାରୁ ଚାନ୍ଦିପୁର ଭିତରେ…

ପ୍ରାକ୍ ବାତ୍ୟା ମୁକାବିଲା: ୪ଜିଲ୍ଲାର ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର, ସନ୍ଧ୍ୟା ସୁଦ୍ଧା ସରିବ କାମ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇ ସାରିଛି ପ୍ରାକ୍‌ ବାତ୍ୟା ମୁକାବିଲା କାମ । ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଏସବୁ ଜିଲ୍ଲାର ତଳି ଅଞ୍ଚଳରେ ଜୋରସୋରରେ ଚାଲିଛି ଲୋକଙ୍କୁ ସ୍ଥାନାନ୍ତର କାମ । ଆଜି…

ଓଡ଼ିଶା ଉପକୂଳରେ ୧୮୫ କି.ମି ବେଗରେ ବହିବ ପବନ, ଘୁ ଘୁ ଗର୍ଜନ କରି ମାଡ଼ି ଆସିବ ସମୁଦ୍ର

ଭୁବନେଶ୍ୱର: ବାତ୍ୟା ୟସ୍ ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ କରାଳ ରୂପ ଦେଖାଇବ । ପ୍ରବଳ ବେଗରେ ବହିବ ପବନ । ଆଇଏମଡି ଆକଳନ କରିଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ତୀବ୍ର ବାତ୍ୟା ହୋଇ ହିଟ୍ କରିବ ୟସ୍ । ଏତିକିବେଳେ ଘଣ୍ଟାପ୍ରତି ୧୫୫-୧୬୫ କିଲୋମିଟ ବେଗରେ ପବନ ବହିବ ।…

ଉଗ୍ର ହୋଇ ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ୟସ୍, ବାଲେଶ୍ୱରରେ କରିପାରେ ହିଟ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା ୟସ୍ । ଆଜି ଅଧିକ ସିଭିୟର ହୋଇଛି । ସମୁଦ୍ର ଭିତରୁ ବଳ ଗୋଟାଇ ବଳିୟାନ ହେଉଛି ୟସ୍ । ଆଗକୁ ଆଗକୁ ବଢୁଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଛି । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଅକ୍ଲୋନିକ ଷ୍ଟର୍ମ ବା ଅତି…

ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ବର : ମାଡି ଆସୁଛି ବାତ୍ୟା ‘ୟଶ’ । ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା । ଏବେ ବାତ୍ୟା ୟଶ ପାରାଦୀପଠାରୁ ୪୫୦ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ସେହିପରି ଦକ୍ଷିଣ-ଦକ୍ଷିଣପୂର୍ବ ବାଲେଶ୍ବର ଠାରୁ ୫୫୦…

ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ବାଲେଶ୍ୱର ନିକଟରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ବାଲେଶ୍ୱର ନିକଟବର୍ତ୍ତୀ କୌଣସି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗର ତାଜା ଆକଳ ଅନୁଯାୟୀ ବାତ୍ୟା ‘ୟଶ୍’ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ…

ବାତ୍ୟା ‘ୟଶ୍’ ପ୍ରଭାବ, ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ବାତ୍ୟା ‘ୟଶ୍’ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାର ଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ…

ଏବେ କେତେ ଦୂରରେ ଅଛି ବାତ୍ୟା ୟସ୍, ଘଣ୍ଟାପ୍ରତି ବେଗ କେତେ ?

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ର ଭିତରୁ ବଳ ସାଉଣ୍ଟୁଛି ବାତ୍ୟା । ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଆଗକୁ ବଢୁଛି ୟସ୍ । ପୋର୍ଟ…