Latest Odisha News

BREAKING NEWS

Browsing Tag

Cyclone Yass

ଭଦ୍ରକ ବାସୁଦେବପୁରରେ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କଲା ଏନଡିଆରଏଫ ଟିମ୍

ଭଦ୍ରକ : ଭଦ୍ରକ ଉପରୁ ଟଳିଯାଇଛି ବିପଦ । କିନ୍ତୁ ବାତ୍ୟା କରିଛି ଅନେକ କ୍ଷୟକ୍ଷତି । ଅନେକ ଜାଗାରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିଛି । ଅନେକ ଜାଗାରେ ଘରେ ପଶିଛି ପାଣି । ବାତ୍ୟା ପ୍ରଭାବରେ ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଛି…

ଶେଷ ହେଲା ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମୟୂରଭଞ୍ଜରେ ହେଉଛି ବର୍ଷା

ଭୁବନେଶ୍ବର : ଶେଷ ହୋଇଛି ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ଏବେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି । ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ।…

ଭୟଙ୍କର ବାତ୍ୟା ୟାସର ଦେଖାଗଲା ଆଖି

ଭୁବନେଶ୍ବର : ଭୟଙ୍କର ବାତ୍ୟା ୟାସର ଦେଖାଗଲା ଆଖି । କରାଳ ରୂପ ଧାରଣ କରି ଉପକୂଳ ଆଡକୁ ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ ୟାସ । ବାତ୍ୟା ୟାସ୍‌ର ଆଖି ପାରାଦୀପ ଡପଲର ରାଡାରରେ ସ୍ପଷ୍ଟ ହୋଇଛି । ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇଥିବା ଜଣାପଡିଛି । ରାଡାର…

ଭୟଙ୍କର ରୂପ ନେଇ ପାଖେଇ ଆସୁଛି ବାତ୍ୟା

ଭୁବନେଶ୍ବର : ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ୟାସ୍ । ଦୂରତା ଯେତିକି କମୁଛି, ଲୋକଙ୍କ ମନରେ ସେତିକି ବଢୁଛି ଛନକା । ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବଢ଼ିଲାଣି ପବନର ବେଗ । ତାସାଙ୍ଗକୁ ବର୍ଷା ବି ବଢ଼ିବାରେ ଲାଗିଛି । ତେବେ ଆସନ୍ତାକାଲି ଭଦ୍ରକ ବାସୁଦେବପୁରରୁ ବାହାନାଗା ମଧ୍ୟରେ…

ବାତ୍ୟା ‘ୟାସ’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟାସ୍ । ପାରାଦୀପ ଠାରୁ ଏହା ୨୦୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ବାତ୍ୟା ଧାମରା ଆଖପାଖରେ ଲ୍ୟାଣ୍ଡଫଲ କରିବ । ତେବେ ବାତ୍ୟାର ମୁକାବିଲା ସରକାର ପ୍ରସ୍ତୁତ ଥିବା ବେଳେ, ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଜୀବନ…

ମାଡ଼ି ଆସୁଛି ବାତ୍ୟା ୟାସ୍, ପାରାଦୀପଠାରୁ ୨୦୦ କିଲୋମିଟର ଦୂରରେ

ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ୟାସ୍ । ଅତି ଭୟଙ୍କର ରୂପ ନେବା ସହ ଉପକୂଳ ମୁହାଁ ହେଉଛି । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ବାତ୍ୟା ୟାସ୍ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ବର ଠାରୁ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ; ଗୋଟିଏ ସମୟରେ ୨ଟି ବିପଦ, ପ୍ରଶାସନକୁ କରନ୍ତୁ ସହଯୋଗ

ଭୁବନେଶ୍ୱର: ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଏକା…

୨୪ ଘଣ୍ଟାରେ ବାତ୍ୟା ‘ୟଶ’ର ରୂପ ନେବ ଲଘୁଚାପ, ଏବେ ବଙ୍ଗୋପସାଗରରେ ଗୋଟାଉଛି ବଳ

ଭୁବନେଶ୍ୱର: ପୂର୍ବକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୫ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟାର ରୂପ…

ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କୁ ନିରାପଦ ସ୍ଥାନାନ୍ତର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…