ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୭)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ବହୁତ ଭାବିଲା ଆସ୍ଥା .... ! ସମ୍ଭବଙ୍କୁ ପଚାରି ଦିଅନ୍ତା ତା' ସହିତ ଏମିତି କାହିଁକି କଲେ !?କିନ୍ତୁ ଜିଭ ଅଗରେ ରହିବା କଥା କୁ କେମିତି କଣ୍ଠସ୍ଥ କରାଯାଏ ସେକଥା ବେଶ୍ ଭଲ ଭାବରେ ଜଣା ତାକୁ ! କହିବ କହିବ ହେଇ ଦିନେ, ଦୁଇ…