ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୫)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
"କଣ ଭାବୁଛ ? ତୁମ ନାଁ ପରା ଦୁଇ ଥର ଡକା ଗଲାଣି , ଯାଅ ଡାକ୍ତରଙ୍କ ଚ୍ୟାମ୍ବରକୁ । ଡ଼ଃ ଯାହା ଯାହା ପଚାରିବେ ଠିକ ଠିକ କହିବ , କିଛି ଲୁଚେଇବନି ।" ଏତକ କହି ସମ୍ଭବ ବାହାରେ କାକୁସ୍ଥ ହୋଇ ଅପେକ୍ଷା କରି ବସିଥାଏ !!…