Latest Odisha News

BREAKING NEWS

Browsing Tag

Dambarudhar Behera

କବିତା : ମୁଁ ଭୁଲି ଯାଇଛି

ଡମ୍ବରୁଧର ବେହେରା  ମୁଁ ଭୁଲି ଯାଇଛି ତୁମକୁ କେବେଠାରୁ ବାହାରେ ଆଉ ଭିତରେ... ଯେତେ ଚେଷ୍ଟା କଲେ ଦେଖିବାକୁ, ଦେଖିପାରୁ ନାହିଁ । ଦିଶୁଛି କେବଳ ଖାଲି ଏବଂ ଖାଲି... ଶୂନ୍ୟସ୍ଥାନ ପୂରଣକର ଭଳି କିନ୍ତୁ ତଥାପି ନିଶ୍ୱାସ ନେଉଛି ତୁମ ସ୍ମୃତିକୁ ପାଥେୟ କରି ବଞ୍ଚିବାକୁ ମରି…

କବିତା : କାଳିଆ ସାଆନ୍ତେ ହୋ

ଡମ୍ବରୁଧର ବେହେରା  କାଳିଆ ସାଆନ୍ତେ ଡାକନ୍ତି ସଭିଏଁ ଧନୀ, ଦୀନ, ହିନ ଜନ ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ ଫେଡି ଯେ ' ଦୁଇ ନୟନ।। ହରିବୋଲ ହୁରି ହୁଳହୁଳି ଡାକେ ହରି ଥା'ନ୍ତ ଭକ୍ତ ମନ ହେ ଚକା ନୟନ କରୁଣା ସାଗର କପାଳେ ଦେଇ ଚନ୍ଦନ ।। ମନ କି ବଳୁନି ସୁନା ବେଶ ଲାଗି…

କବିତା : ଚାଳଘର

ଡମ୍ବରୁଧର ବେହେରା  ଦୁଇଟି ଚାଳଘର ଘର ଉପରେ ଆକାଶ ଚାଳଘର କୋଣରେ ଚୁଳିଆ ଚଢେଇର ବସା, ଶାବକ ଆସି ଅଣ୍ଡା ଦେଇ ପୁଣି ବଡ଼ ହେଇ ଉଡିଯିବା ପରେ ଗୋଟେ ସଫେଦ ଗୋଲାକୃତ ଆଙ୍କିଦେଲା ପରେ ତମକୁ ଦେଖେଇ କହିଲି ଦେଖ "ମଲା ଜହ୍ନ" ବଢିଆ ହେଇଛି ନା ? ତମେ ଅବିକଳ ସେମିତି ଆଙ୍କିଲ ଓ କହିଲ…