Latest Odisha News
Browsing Tag

Deadline

ସମୟ ସୀମା ସରିଥିଲେ ସୁଦ୍ଧା ପ୍ରମାଣପତ୍ର ଦାଖଲ କରିପାରିଲେନି ପୂଜା ଖେଡକର

ନୂଆଦିଲ୍ଳୀ: ବଢ଼ିବାରେ ଲାଗିଛି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା। ଜୁଲାଇ ୨୩ରେ ଡେଡ୍‌ ଲାଇନ୍‌ ସରିଥିଲେ ସୁଦ୍ଧା ସେ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି। ଉତ୍ତରାଖଣ୍ଡର ମସୁରି ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ତାଙ୍କୁ ପୁନର୍ବାର ଡାକି…

HSRP ଲଗାଇବା ଅବଧିକୁ ମାସେ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ

କଟକ: HSRP ଲଗାଇବା ଅବଧି ବଢ଼ିବ । ଭିତ୍ତିଭୂମି ନଥାଇ HSRP ଲଗାଇବା ସମୟସୀମାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଅବଧି ମାସେ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ସରକାର ହାଇକୋର୍ଟରେ ପ୍ରସ୍ତାବ ଦେଇଛନ୍ତି । ଏନେଇ ଆଜି ବିଜ୍ଞପ୍ତି…

HSRP ନେଇ ପରିବହନ ବିଭାଗକୁ ହାଇକୋର୍ଟଙ୍କ ପ୍ରଶ୍ନ, ଭିତ୍ତିଭୂମି ନଥାଇ କିଭଳି ଦେଲ ଡେଡଲାଇନ୍ ?

ଭୁବନେଶ୍ୱର: ଭିତ୍ତିଭୂମି ନାହିଁ କିନ୍ତୁ ଡେଡଲାଇନ୍ ଦିଆଯାଇଛି । ନିର୍ଦ୍ଧିଷ୍ଟ ତାରିଖ ଭିତରେ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ନ ଲଗାଇଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଆଜି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି କରି ହାଇକୋର୍ଟ ପରିବହନ ବିଭାଗକୁ ଜବାବ…

ଡେଡ୍ ଲାଇନ:୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ, ବିସ୍ଥାପିତଙ୍କୁ ମିଳିବ ଉଚିତ ଥଇଥାନ ଓ…

ବଲାଙ୍ଗିର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ । ଦିଆଗଲାଣି ଡେଡ୍ ଲାଇନ । ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ କାମକୁ…

ବଢିଲା JNU ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମା !

ନୂଆଦିଲ୍ଲୀ: ଲକ୍‌-ଡାଉନ କାରଣରୁ ଜବାହରଲାଲ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମାକୁ ବୃଦ୍ଧି କରିଛି । କରୋନା ମହାମାରୀ ଯୋଗୁଁ ଦେଶର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରିକି କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ…

ଖରିଫ୍ ଋତୁ ଧାନ ସଂଗ୍ରହ: ଚାଷୀଙ୍କ ଲାଗି ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର: ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଥିବା ଚାଷୀଙ୍କ ପଞ୍ଜିକରଣ ଅବଧିକୁ ମଙ୍ଗଳବାର ଦିନ ଓଡିଶା ସରକାର ସେପ୍ଟେମ୍ବର ୧୭ ଯାଏଁ ବୃଦ୍ଧି କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଚାଷୀମାନେ…