Latest Odisha News

BREAKING NEWS

Browsing Tag

Death case

ମଡେଲ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କହିଛନ୍ତି ହାଇକୋର୍ଟ । ୨୦୨୦ ଜାନୁଆରୀ ୩୦ ତାରିଖରେ ନନ୍ଦନ…

ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା, ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି

ଯାଜପୁର: ମାସେ ପରେ ବି ଜଣାପଡ଼ୁନି କେମିତି ମଲା କାଳିଆ ? ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁକୁ ମାସେ ବିତିଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । କାଳିଆକୁ ହତ୍ୟା କରାଯାଇଥିବା ଅଭିଯୋଗ…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଘଣ୍ଟାଏ ନୁହେଁ ୧୦ ମିନିଟ୍ ପାଇଁ ଅଟକି ଥିଲା…

ପାରାଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି । ଅଭିଯୋଗ ଆସିଥିଲା ଯେ, ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା । କିନ୍ତୁ ଡ୍ରାଇଭରଙ୍କ କହିବାନୁଯାୟୀ, ଆମ୍ବୁଲାନ୍ସ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଜି ତିନି ସହଯୋଗୀଙ୍କ ହେଲା ଲାଇ ଡେଟେକସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ତିନି ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର ଲାଇ ଡିଟେକସନ ଟେଷ୍ଟ ହୋଇଛି । ସେମାନଙ୍କୁ ୪୦ ରୁ ଗୁଡାଇ ତୁଡାଇରୁ ୪୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ଜଣାପଡିଛି । ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବୋରୋଟୋରୀରେ କରାଯାଇଥିବା ଏହି…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’ ଓ ଭାଇଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ଏହି ରହସ୍ୟ ଉପରୁ ପରଦା ହଟିନି । ଏନେଇ ଜୋର୍‌ସୋର୍‌ରେ ପୋଲିସର ତଦନ୍ତ ଚାଲିଛି । ଏହାରି ଭିତରେ ଆଦିତ୍ୟଙ୍କ କିଛି ବନ୍ଧୁ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆର୍‌ପି ପୋଲିସ ଜେରା କରିସାରିଛି । ତେବେ ଆଜି…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିପାରେ ଜିଆରପି

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ପିପୁଲ ଫର ସେବା ସଂସ୍ଥାର ଦୁଇ କର୍ମଚାରୀ ଦୀପକ ଓ ସୌମ୍ୟଙ୍କୁ ଜେରା କରିଛି ଜିଆରପି । ସଂସ୍ଥାର ବିଭିନ୍ନ ଆର୍ଥିକ ଦିଗକୁ ନେଇ ଜିଆରପି ଉଭୟଙ୍କୁ ପଚରାଉଚରା କରିଛି । ମାମଲାରେ ଏହାପୂର୍ବରୁ ୨୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇ…