Latest Odisha News

BREAKING NEWS

Browsing Tag

debi mishra

ଝାରସୁଗୁଡାରେ ବିଜେଡିର ବଡ଼ ବିଜୟ ନେଇ ଦେବୀଙ୍କ ଦୃଢୋକ୍ତି, ସମାଲୋଚନା କଲେ ସାଲୁଜା

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ସହ ସରଗରମ ହୋଇଛି ରାଜନୈତିକ ମାହୋଲ । ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ଦେବୀ କହିଛନ୍ତି, ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡିକୁ ଭୋଟ ଦେବା…

ବରକନ୍ୟା ଝରଣା ବୁଲିଲେ ବିଜେଡି ନେତା, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତିଶୃତି ଦେଲେ ପ୍ରଣବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ ଘେର ଭିତରେ ରହିଛି ବରକନ୍ୟା ଝରଣା । ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଆମନ୍ତ୍ରଣ ରକ୍ଷା କରି ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଗୁରୁବାର ସକାଳୁ ସକାଳୁ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…