Latest Odisha News
Browsing Tag

delhi

ଭାରତର ସ୍ୱର ପାଇଁ ଲଢୁଛି, ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ : ରାହୁଲ

ନୂଆଦିଲ୍ଲୀ : ମୋଦୀ ସରନେମ୍ ବା ସାଙ୍ଗିଆ ମାମଲାରେ ସୁରଟର ଜିଲ୍ଲା କୋର୍ଟ  ଦୋଷୀ ସାବ୍ୟସ୍ତ କରିବା ପରେ ଶୁକ୍ରବାର ରଦ୍ଦ ହୋଇଛି ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା।  ରାହୁଲଙ୍କର ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ପକ୍ଷରୁ ଏହାକୁ ଦେଶବ୍ୟାପୀ ବିରୋଧ କରାଯାଇଛି । ଦଳର ବରିଷ୍ଠ ନେତା…

ଜାମିନ୍ ଶୁଣାଣି ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ସିବିଆଇ ପରେ ମନୀଷ ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇଛି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଜେରା ପରେ ଗିରଫ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିନ ୧୦ଟାରୁ ତିହାର ଜେଲରେ ସିସୋଦିଆଙ୍କୁ ଦିନ ୧୦ଟାରୁ ଇଡି ଜେରା ଆରମ୍ଭ କରିଥିଲା । ମନି…

ବୁଲା କୁକୁର ସହ ଦୁଷ୍କର୍ମ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ହଜିଗଲା ମାନବିକତା । ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା । ମଣିଷ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ କରିଚାଲିଛି । ପ୍ରତିଦିନ ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଉ…

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ମାମଲାରେ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଜି ସକାଳୁ ସିବିଆଇ ପ୍ରାୟ ୯ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରିବା ପରେ ଗିରଫ କରିଛି । ଜେରା…

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ବିଜୟୀ, ବିଜେପିର ରେଖାଙ୍କୁ ହରାଇଲେ ଶୈଲି ଓବେରଇ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ପ୍ରାୟ ଅଢ଼େଇ ମାସ ପରେ ମେୟର ନିର୍ବାଚିତ ହୋଇଛନ୍ତି । ଆପର ଶୈଲି ଓବେରଇ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଶୈଳି ଓବେରଇଙ୍କୁ ୧୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରେଖା ପାଇଛନ୍ତି ୧୧୬ ଖଣ୍ଡ ଭୋଟ୍ ।…

ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ଜାତୀୟ ପରେଡରେ ଝଲସିବ ନାରୀଶକ୍ତି

ଭୁବନେଶ୍ୱର: ଗୁରୁବାର ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳନ କରିବ ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶର ମୁଖ୍ୟ ସମାରୋହ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି । ଏଥର ଜାତୀୟ ପ୍ୟାରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ…

ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ ମିଟର ଘୋଷାଡି ନେଲା କାର

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ । ଜଣେ ବ୍ୟକ୍ତି ତାଙ୍କୁ ୧୫ ମିଟର ଯାଏ କାରରେ ଘୋଷାଡି ନେଇ ଯାଇଥିବା ଅଭିଯୋଗ ଆସିଛି । ଏ ନେଇ ନିଜେ ମହିଳା କମିଶନ ଅଧ୍ୟକ୍ଷା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଜଣେ…

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଅନେକ ଦୂର ପର୍ଯ୍ୟନ୍ତ ଦିଶୁଛି ନିଆଁ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ନଏଡା ସୀମାବର୍ତ୍ତୀ ଏକ ପାର୍କରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୋସିଆଲ ମିଡିଆରେ ଏହାର ଭୟଙ୍କର ଦୃଶ୍ୟକୁ ଅନେକ ୟୁଜର୍ସ ଟୁଇଟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ସାରା ଆକାଶ ଧୂଆଁମୟ ହୋଇଯାଇଛି । ଅନେକ ଦୂର ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ…

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତ୍‌ରେ ଅଫତାବ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା । ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇ ଦିଆଯାଇଛି। ଦିଲ୍ଲୀର ସାକେତ କୋର୍ଟ ଅଫତାବଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି କରିଛନ୍ତି । ପ୍ରେମିକ ଅଫତାବ ପ୍ରେମିକା…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ଡିସିଡବ୍ଲ୍ୟୁ ମୁଖ୍ୟ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦିନ ଯେତିକି ଗଡ଼ୁଛି ସେତିକି ସନ୍ଦେହ ମଧ୍ୟ ବଢ଼ୁଛି । ଯୁବତୀଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀ ପୁଲିସର ତଦନ୍ତ ପ୍ରକିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଅଞ୍ଜଳିଙ୍କ ପରିବାର  । ଦିଲ୍ଲୀ…