Latest Odisha News

BREAKING NEWS

Browsing Tag

Destroyed

ଅପରେସନ ଗ୍ରୀନ୍ କ୍ଲିନ୍‌: ମାଲକାନଗିରିରେ ଲକ୍ଷାଧିକ ଗଂଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ମାଲକାନଗିରି: ପ୍ରକୃତିରେ ଭରପୁର ମାଲକାନଗିରି ଜିଲ୍ଲାରେ ଆଉ ବରଦାସ୍ତ କରାଯିବନି ସବୁଜ ଜହର କାରବାର । ଏଥିପାଇଁ ଅଣ୍ଟା ଭିଡିଛି ଅବକାରୀ ବିଭାଗ । ଆରମ୍ଭ ହୋଇଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । ଆଜି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ…

ବିପୁଳ ପରିମାଣର ଗଂଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

କୋରାପୁଟ: ମିଳିତ ଅପରେସନରେ ସଫଳତା ହାସଲ କଲେ କୋରାପୁଟ ଜିଲ୍ଲା ପାଡୱା ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଗଲା ବିପୁଳ ପରିମାଣର ବେଆଇନ ଗଂଜେଇ ଚାଷ । ଗୋଡିପୁଟ୍ ଗାଁରେ ଗଂଜେଇ ଚାଷ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ଆଜି ପୋଲିସ, ଅବକାରୀ ବିଭାଗ ଓ ଡିଭିଏଫ୍ ଟିମ ଅତର୍କିତ…

ଭାଙ୍ଗିଲା ନକ୍ସଲଙ୍କ ସହିଦ ସ୍ମାରକୀ !

ମାଲକାନଗିରି: ବିଜାପୁର ଏନକାଉଣ୍ଟର ପରଠୁ ପୂର୍ବ ଅପେକ୍ଷା ଅଧିକ ସଜାଗ ରହିଛନ୍ତି ଡିଆର୍‌ଜି ଯବାନ । ଜାରି ରହିଛି ଜୋରଦାର କୁମ୍ବିଂ ଅପରେସନ୍ । ସୂଚନା ମିଳିଛି ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କର ଏକ ସହିଦ ସ୍ମାରକୀକୁ ଭାଙ୍ଗିଦେଇଛନ୍ତି ଡିଆର୍‌ଜି ଯବାନ ।…

ହୁତୁହୁତୁ ହୋଇ ଜଳିଗଲା ଗ୍ରାମ୍ୟ ଜଙ୍ଗଲ,୨ ହଜାରରୁ ଅଧିକ ଆକାଶିଆ ଗଛ ନଷ୍ଟ 

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଏରେଣ୍ଡେଇ ଗାଁର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ନିଆଁ ଲଗାଇ ଦେଇଛି ଦୁର୍ବୃତ୍ତ । ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ,…