ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୭)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଏହା ଭିତରେ ଆଠ ଦଶ ବର୍ଷ ବିତିଯାଇଛି । ବର୍ତ୍ତମାନ ସୁରେଖାର ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟ ସୁରକ୍ଷିତ । ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁନିଆକୁ ଦେଖେଇ ଦେଇ ପାରିଚି ଯେ , ଆଜି ସମାଜରେ ତୃତୀୟ ଲିଙ୍ଗୀ ମଣିଷମାନେ ଆଉ କାହାର…