ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୩)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଏପଟେ ନିଜେ ଗଡପଡ଼ ହେବାପାଇଁ ବିଛଣାକୁ ଗଲା । ସେ ଥକି ପଡିଥିଲା ଜୀବନର ଜଉଘରେ । କେତେ କାହା କଥା ଭାବିବ ? କେଉଁଟା ଠିକ କେଉଁଟା ଭୁଲ । କିଏ ଭୁଲ କିଏ ଠିକ କାହାକୁ ବାଛିବ! କାହାକୁ ଅବିଶ୍ୱାସ କରିବ ଯାହାକୁ ଜୀବନ ଦେଇ…