ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୭୭)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୭
ଜବାର କାମ ସରିସରିଆସୁଥିଲା।ଫେରିବ ଏବେ ଘରକୁ।ବିବ୍ରତ ଲାଗୁଥିଲା ଆଜି କାହିଁକି କେଜାଣି। ଆଉ ସେଇ ଘସରା ଜୀବନ ଭଲ ଲାଗୁନଥିଲା।
ଆଣ୍ଟିଗୋ ଆଜି ଯାଉଚି ଫେରି , କାଲି ଦିନ ଆସୁ ସୁଖକୁ ଧରି...। ଦେଖ, ଯୋଡିଯାଡି…